Odisha Police SI Recruitment Exam Dates Announced

ଆଜି ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସେହି ଅନୁସାରେ ଆଜି ୧୮ ଜଣଙ୍କ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ସାତଟି ଜିଲ୍ଲାର ଏସପି ମଧ୍ୟ ବଦଳି ହୋଇଛନ୍ତି। ସନ୍ତୋଷ ବାଲା ହେଲେ ନିର୍ଦ୍ଦେଶକ, ଏସଏଫଏସଏଲ । ପ୍ରବୀଣ କୁମାର ଆଇଜି ପୋଲିସ ପ୍ରୋଭିଜନିଂ । ଗଜଭିୟେ ସତୀଶ କୁମାର ଆଇଜି ସ୍ପେଶାଲ ଆର୍ମଡ ପୋଲିସ । ସଞ୍ଜୟ କୌଶଲ ଆଇଜି EOW । ଅବିନାଶ କୁମାର ନିର୍ଦ୍ଦେଶକ, ଷ୍ଟେଟ କ୍ରାଇମ ରେକର୍ଡ ବ୍ଯୁରୋ । ସତ୍ୟଜିତ ନାୟକ ଡିଆଇଜି ସେଣ୍ଟ୍ରାଲ ରେଞ୍ଜ ।

 

ସେହିପରି ବଦଳିଚନ୍ତି ପୁରୀ ଏସପି । ପ୍ରତୀକ ସିଂ ପୁରୀ ଏସପି ଭାବେ ନିଯୁକ୍ତ ହୋଇଥିବା ବେଳେ ପିନାକ ମିଶ୍ର ଙ୍କୁ ଡିଆଇଜି ରାଙ୍କକୁ ପ୍ରମୋସନ କରାଯାଇ ପୂର୍ବାଞ୍ଚଳ ପୋଲିସ ରେଞ୍ଜକୁ ବଦଳି କରାଯାଇଛି। ସେହିପରି ପ୍ରତ୍ୟୁଷ ଦିବାକର- ବାଲେଶ୍ବର ଏସ୍‌ପି ନିଯୁକ୍ତ ହୋଇଥିବା ବେଳେ ବୀନିତ ଅଗ୍ରୱାଲ କଟକ ଗ୍ରାମାଞ୍ଚଳ ଏସ୍‌ପି , ସ୍ମିଥ ପରମାର-କ୍ରାଇମବ୍ରାଞ୍ଚ୍‌ ଏସ୍‌ପି, ବିବେକାନନ୍ଦ ଶର୍ମା- ଖୋର୍ଦ୍ଧା ଏସ୍‌ପି, ଜି ରେଡ୍ଡୀ ରାଘବେନ୍ଦ୍ର- ଝାରସୁଗୁଡ଼ା ଏସ୍‌ପି,ଅଙ୍କିତ କୁମାର ବର୍ମା- ଜଗତସିଂହପୁର ଏସ୍‌ପି, ଅମ୍ରିତପାଲ ସିଂ- ନୂଆପଡ଼ା ଏସ୍‌ପି ଓ ଅମ୍ରିତପାଲ କୌର- ସୁନ୍ଦରଗଡ଼ ଏସପି ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଓପିଏସ୍ ଅଫିସର୍ ସ୍ତରରେ ଆଜି ଅଦଳ ବଦଳ କରାଯାଇଛି। ୧୨ ଜଣ ଓପିଏସ୍‌ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ସେମାନେ ହେଲେ

୧) ବିମଳେନ୍ଦୁ ଶତପଥୀ – ରାଜ୍ୟ ପୋଲିସ ହେଡକ୍ୱାର୍ଟର ଏସ୍‌ପି କଟକ
୨) କିଶୋର ଚନ୍ଦ ମୁଣ୍ଡ – ଡିସିପି କିମିଶନ୍‌ରେଟ୍ ପୋଲିସ
୩) ଅନୁପ କୁମାର କାନୁନ୍‌ଗୋ – ଡିସିପି କିମିଶନ୍‌ରେଟ୍ ପୋଲିସ
୪) ଶ୍ରୀକାନ୍ତ କୁମାର ବେହେରା – ଏସ୍‌ପି ଇଓଡବ୍ଲୁ ଭୁବନେଶ୍ୱର
୫) ସୁରେନ୍ଦ୍ର କୁମାର ରାୟଗୁରୁ – ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍‌ପି କଟକ
୬) ଆନନ୍ଦ ବର୍ଦ୍ଧନ ଗୁରୁ – ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍‌ପି କଟକ
୭) ତପନ ନାରାୟଣ ରଥ – ଏଆଇଜି ଏସ୍‌ପି ହେଡ୍ କ୍ୱାର୍ଟର କଟକ
୮) ସତ୍ୟବାନ୍ ମହାନନ୍ଦ – ଏସ୍‌ପି ଭିଜିଲାନ୍ସ
୯) ଦେବାଶିଷ ଧଳ – ସ୍ପେଶାଲ ବ୍ରାଞ୍ଚ ଏସ୍‌ପି
୧୦) ପ୍ରଭା ଶଙ୍କର ନାୟକ -ଏଆଇଜି ହେଡ୍ କ୍ୱାର୍ଟର କଟକ ଏସ୍‌ପି
୧୧) ଦେବଦତ୍ତ କର -ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍‌ପି କଟକ
୧୨) ସତ୍ୟଜିତ୍ ମିଶ୍ର – ଏଆଇଜି ମେରାଇନ୍ ଏବଂ କୋଷ୍ଟାଲ ସିକ୍ୟୁରିଟି

 

Leave a Reply

Your email address will not be published. Required fields are marked *