mahaprasad-rate-chart soon in anand bazar
ଏଣିକି ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ଅବଢ଼ା ରେଟଚାର୍ଟ । ଏନେଇ ମଙ୍ଗଳବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି ବୋଲି ପାଢ଼ୀ କହିଛନ୍ତି ।
 
ଗୋଟିଏ ପାର୍ଶ୍ୱରେ ଖଜା ଓ ଆଉ ଗୋଟିଏ ପାର୍ଶ୍ୱରେ ମହାପ୍ରସାଦ ପାଇଁ ବ୍ୟବସ୍ଥା ହେବ । କେବଳ ଓମ୍‌ଫେଡ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ଯଦି କିଛି ବ୍ୟତିକ୍ରମ ହୁଏ ତାହେଲେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛୁ ବୋଲି ପାଢ଼ୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *