ବଡ ଭାଇ ଓ ଭଉଣୀ ଆସିବା ପରେ ପଛରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ। ଲୋକାରଣ୍ୟ ଶରଧା ବାଲି। ହରିବୋଲ, ହୁଳହୁଳୀରେ କମ୍ପୁଛି ଶ୍ରୀକ୍ଷେତ୍ର। ଭାବବିହ୍ୱଳ ହୋଇଛନ୍ତି ଭକ୍ତ। ସବୁଠି ଶୁଭୁଚି ଯେ ଜଗନ୍ନାଥ ଧ୍ୱନି।

Leave a Reply

Your email address will not be published. Required fields are marked *