ପଞ୍ଚଭୂତରେ ଲୀନ ହେଲେ ରମାକାନ୍ତ ରଥ । ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହେଲା ଶେଷକୃତ୍ୟ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରମାକାନ୍ତଙ୍କୁ ମୁଖାଗ୍ନି ଦେଲେ ପୁଅ ପିନାକୀ ରଥ । ଏହି ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଗତକାଲି ୯୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ଭୁବନେଶ୍ୱରେ ଖାରବେଳନଗର ନିଜ ବାସଭବନରେ ଆଖି ବୁଜିଥିଲେ ରମାକାନ୍ତ ରଥ । Post navigation ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କୁ ମିଳିଲା ଜାମିନ