ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ସେ କୋଣାର୍କ ଯାଇ ରାତ୍ରୀଯାପନ କରିବେ । ଆସନ୍ତାକାଲି ନଡ୍ଡା ପୁରୀରେ ହେବାକୁ ଥିବା ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । ଏହାପରେ ଅପରାହ୍ନ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । Post navigation ମହାକୁମ୍ଭ ୨୦୨୫: ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ରେକର୍ଡ କଲା ଭାରତୀୟ ରେଳ ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ