ଭିଜିଲାନ୍ସ ପଞ୍ଝାରେ ଝାରସୁଗୁଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ । ମଶାତେଲ କିଣାରେ ମହାଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାଯାଇଛି। ଝାରସୁଗୁଡା ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ କାଗଜ ପତ୍ର ଯାଞ୍ଚ ସହ ପଚରାଉଚରା କରି ତନାଘନା କରୁଛି ଭିଜିଲାନ୍ସ ଟିମ । Post navigation ୩ ବର୍ଷରେ ହୋଇଛି ୨୩୩ ଦାଦନଙ୍କ ମୃତ୍ୟୁ ୫ ବର୍ଷରେ ମରିଛନ୍ତି ୩୪ କଲରାପତରିଆ ଓ ୩ ମହାବଳ ବାଘ