ଭିଜିଲାନସ ଜାଲରେ ସରକାରୀ ବାବୁ । ସୁନ୍ଦରଗଡ ବଣାଇ ଆଇଟିଡିଏ ପିଏ ବିଶ୍ବଦର୍ଶୀ ସାହୁଙ୍କ ଘରେ ଭିଜିଲାନସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି । ଏକାସଙ୍ଗେ ୭ଟି ସ୍ଥାନ ଭୁବନେଶ୍ୱର, ଯାଜପୁର, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ବଣାଇରେ ଥିବା ଆଇଟିଡିଏ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି ।

ଏହି ଚଢ଼ଉରେ ଜଣେ ସହକାରୀ ଏସପି, ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଏବଂ ଅନ୍ୟ ସହକାରୀ କର୍ମଚାରୀମାନେ ସାମିଲ ରହିଛି । ସୁନ୍ଦରଗଡ଼ ଜିଲ୍ଲା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *