ପୁରୀରେ ଖୁବଶୀଘ୍ର ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏ ନେଇ ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଅଳ୍ପ ଦିନ ମଧ୍ୟରେ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯିବ । ବିମାନବନ୍ଦର ପାଇଁ ବର୍ତ୍ତମାନ ସୁଦ୍ଧା ୧୧୬୪ ଏକର ଜମି ଚୂଡ଼ାନ୍ତ ହୋଇଛି ।

ଏହା ସହ ୧୦ ଆଦିବାସୀ ମହିଳାଙ୍କୁ ମିଳିବ ପାଇଲଟ୍ ଟ୍ରେନିଂ । ଫିଟନେସ ଯାଞ୍ଚ ନେଉ ନ ଥିବା ୧୭ ଆଟିଏଓରେ କାମ ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *