ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଡି ଗୁକେଶ । ଗୁକେଶ ଅନ୍ତିମ ମ୍ୟାଚରେ ବର୍ତ୍ତମାନର ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି।

ମାତ୍ର ୧୮ ବର୍ଷ ବୟସରେ ଗୁକେଶଙ୍କ ବିଜୟ ତାଙ୍କୁ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଟାଇଟଲ ଜିତିବାରେ ସର୍ବକନିଷ୍ଠ ଖେଳାଳି ଭାବେ ସୁନାମ  ଆଣି ଦେଇଛି ।

By Nirvay

Leave a Reply

Your email address will not be published. Required fields are marked *