Indian Railways introduces new ticket cancellation and refund rules
ରେଲୱେ ଯାତ୍ରୀଙ୍କ ସୁବିଧା ପାଇଁ ଟିକେଟ କ୍ୟାନସଲ୍ ଓ ରିଫଣ୍ଡ ନେଇ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ଅନୁସାରେ, ଟ୍ରେନ ଟିକେଟ କ୍ୟାନସଲ୍ କରିବା ସମୟରେ ଯାତ୍ରୀଙ୍କୁ କେତେ ପରିମାଣର ରିଫଣ୍ଡ ମିଳିବ, ତାହା ନିର୍ଦ୍ଧାରଣ କରାଯାଇଛି ।
 
ନୂଆ ନିୟମ ଅନୁଯାୟୀ, ଟ୍ରେନ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କଲେ ସର୍ବାଧିକ ରିଫଣ୍ଡ ମିଳିବ, ତେବେ କେବଳ ସର୍ବନିମ୍ନ ବାତିଲ୍ ଫି ଲାଗୁ ହେବ । 
 
ନୂଆ ନିୟମ ଅନୁଯାୟୀ:
 
➡️୨୪ ଘଣ୍ଟାରୁ ୭୨ ଘଣ୍ଟା ମଧ୍ୟରେ କ୍ୟାନସଲ୍ କଲେ ୭୫% ଟଙ୍କା ଫେରସ୍ତ ମିଳିବ ।
 
➡️ଟ୍ରେନ ଛାଡ଼ିବାର ୮ରୁ ୨୪ ଘଣ୍ଟା ମଧ୍ୟରେ ବାତିଲ୍ କଲେ ୫୦% ଅର୍ଥ ଫେରସ୍ତ ମିଳିବ ।
 
➡️ଟ୍ରେନ ଛାଡ଼ିବାର ୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ବାତିଲ୍ କଲେ କିଛି ମିଳିବ ନାହିଁ ।

By Nirvay

Leave a Reply

Your email address will not be published. Required fields are marked *