ଆଇଏଏସ୍‌ ଭିନୀଲ କ୍ରୀଷ୍ଣା ଓ ବୀର ବିକ୍ରମ ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ବ । ଆକାଂକ୍ଷା ଜିଲ୍ଲାର ଦାୟିତ୍ବରେ ରହିବେ ୨ ଆଇଏଏସ୍‌ । ଢେଙ୍କାନାଳ ଦାୟିତ୍ବରେ ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ ଥିବା ବେଳେ ବଲାଙ୍ଗିର ଦାୟିତ୍ବରେ ରହିବେ ଭୀନିଲ କ୍ରୀଷ୍ଣା ।

କେନ୍ଦ୍ର ଡେପୁଟେସନରେ ଅଛନ୍ତି ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ବୀର ବିକ୍ରମ  ଓ ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ଭିନୀଲ କ୍ରୀଷ୍ଣା ।

Leave a Reply

Your email address will not be published. Required fields are marked *