IAS Bishnupada Sethi’s bail plea rejected by High Court
ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ଆଇଏଏସ ଅଧିକାରୀ ବିଷ୍ନୁପଦଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି  ।
 
୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ ସେଠୀ । ସିବିଆଇର ସମ୍ଭାବ୍ୟ ଗିରଫଦାରି ଏଡ଼ାଇବା ପାଇଁ ସେ ଆଗୁଆ ଜାମିନ ଆବେଦନ କରିଥିଲେ ।
 
ଉଲ୍ଲେଖଯୋଗ୍ୟ ‌ଯେ, ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେଶନ୍‌ ଲିମିଟେଡ୍‌ ଲାଞ୍ଚ ଘଟଣାରେ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ ସିବିଆଇ ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ନୁପଦ । କିନ୍ତୁ ହାଇକୋର୍ଟ ବିଷ୍ନୁପଦଙ୍କ ଆବେଦନକୁ ଖାରଜ କରିଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *