ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହି ସଂପର୍କରେ ଆଜି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ବର୍ଷା ହୋଇପାରେ । ବାତ୍ୟା ଆକଳନ ହୋଇନି,ଏଲିନୋ ସକ୍ରିୟ ନାହିଁ, ଲାଲିନା ଚାଲିଛି। ଏହା ସହ ଏଥର ଶୀତ କେମିତି ରହିବ ତାହା ଆକଳନ ହୋଇନି ।

Leave a Reply

Your email address will not be published. Required fields are marked *