ହନୁମାନ ଜୟନ୍ତୀରେ ଉତ୍ସବମୁଖର ହୋଇଉଠିଛି ସମ୍ୱଲପୁର । ଖୁବ ଧୁମଧାମରେ ଶାନ୍ତିପୂର୍ଣ୍ଣ ପରିବେଶରେ ପାଳିତ ହେଉଛି ହନୁମାନ ଜୟନ୍ତୀ ।
 
ବିଭିନ୍ନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ହେବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
 
ସମ୍ବଲପୁରର ବୁଢ଼ାରଜା, ଧନକଉଡ଼ା ଓ ସୁନାପାଲି ଠାରେ ଏକ ଆଧ୍ୟାତ୍ମିକ ପରିବେଶରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Hanuman Jayanti celebrated peacefully in Sambalpur

By Nirvay

Leave a Reply

Your email address will not be published. Required fields are marked *