ପିଏଫ୍ ଉଠାଣର ସ୍ୱୟଂ ସମାଧାନ ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି । ଅଟୋ ସେଟଲମେଣ୍ଟ ଆଡଭାନ୍ସ କ୍ଲେମ୍ (ASAC) ବୃଦ୍ଧି ନିଷ୍ପତ୍ତି । ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଇପିଏଫଓର ନିଷ୍ପତ୍ତି ରହିଛି । ଇପିଏଫଓ ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ମନ୍ତ୍ରାଣଳୟର ସ୍ୱୀକୃତି ସୂଚନା ଦେଇଛନ୍ତି । ଇପିଏଫଓର ୭.୫ କୋଟି କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ । ପୂର୍ବରୁ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଏଏସଏସି ସୁବିଧା ମିଳୁଥିଲା। ଏଣିକି ଶିକ୍ଷା, ବିବାହ, ଘର ତିଆରି ପାଇଁ ମଧ୍ୟ ଏଏସଏସି ମିଳିବ। Post navigation ଐତିହ୍ୟ ଜାତୀୟ ଲିଷ୍ଟରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ