ଓଡ଼ିଶାର ନୂଆ ଗନ୍ତବ୍ୟ ନୀତି ଅଧୀନରେ ଉତ୍ତରପ୍ରଦେଶର ଗାଜିଆବାଦର ହିଣ୍ଡନ ବିମାନ ବନ୍ଦର ଏବଂ ଆଣ୍ଡାମାନର ପୋର୍ଟ ବ୍ଲେୟାରକୁ ଭୁବନେଶ୍ୱରରୁ ଖୁବ ଶୀଘ୍ର ଉଡ଼ିବ ବିମାନ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଏହି ବିମାନ ସେବା । ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ଏବଂ ନିରବଚ୍ଛିନ୍ନ ଯୋଗାଯୋଗକୁ ଏ ବିମାନସେବା ପ୍ରୋତ୍ସାହିତ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧନ୍ୟବାଦ ଜ୍ଞାପନ କରିଛନ୍ତି । Post navigation ଯାଜପୁରରେ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରେ ଭାରତ ଓ ନ୍ୟୁଜିଲାଣ୍ଡ