ମଙ୍ଗଳବାର କଂଗ୍ରେସ ଅଫିସରେ ଆଉ ଥରେ ହାଇଡ୍ରାମା ହୋଇଛି। ପିସିସି ସଭାପତିଙ୍କ ଅଫିସ୍ ଆଗରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କଂଗ୍ରେସସ ଭବନ ଗେଟ ସମ୍ମୁଖରେ ବସି ପିସିସି ସଭାପତି ସାର୍ଟ ପଟ୍ଟନାୟକଙ୍କୁ ନ୍ୟାୟ ମାଗିଲେ ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା। ଦୀର୍ଘଦିନ ଧରି ଧାରଣା ଦେବା ପରେ ଆଜି ଏପରି କରିଛନ୍ତି। ଏ ନେଇ ପିସିସି ସଭାପତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। Post navigation ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ: ବିରଂଚି ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ