୨୦୨୪- ୨୫ ବର୍ଷରେ ଓଡିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଏ ନେଇ ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ  । ସେ କହିଛନ୍ତି ରାଜ୍ୟକୁ ଶୀତ ଋତୁରେ ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ ବିଦେଶୀ ପକ୍ଷୀ ।

ସେହିପରି ୫୨ଟି ଜଳାଶୟକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଚିଲିକା ଡିଭିଜନକୁ ଆସିଛନ୍ତି ସର୍ୱାଧିକ ୧୧ ଲକ୍ଷ ୨୭ ହଜାର ୨୨୮ଟି ପକ୍ଷୀ । ଆଉ କେତେ ପକ୍ଷୀ ଫେରିଯାଇଛନ୍ତି ଆକଳନ ହୋଇନାହିଁ ।

Leave a Reply

Your email address will not be published. Required fields are marked *