କେନ୍ଦୁଝର ଗନ୍ଧମାର୍ଦ୍ଧନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ୧୦୦ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ୬ଟି ସ୍ଥାନରେ ଇଓଡବ୍ଲ୍ୟୁ ଜାରି ରଖିଛି ରେଡ୍ । ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଲିଙ୍କରେ ୪ଟି ଜିଲ୍ଲାର ୬ଟି ସ୍ଥାନରେ ଚଢ଼ାଉ କରିଛି ରାଜ୍ୟ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। କେନ୍ଦୁଝର, କୋଇଡା, ଧାମରା, ଗୋପାଳପୁରରେ ରେଡ୍ ଚାଲିଥିବା ବେଳେ ରେଡ ବେଳେ ସାମନାକୁ ଆସୁଛି ଅନେକ ରୋଚକ ତଥ୍ୟ । ଏପର୍ଯ୍ୟନ୍ତ ଜବତ ହେଲାଣି ୨୦ ଗାଡି ଜବତ ସହ ୨୦୦ ବେନାମୀ ଆକାଉଣ୍ଟ । Post navigation ଆଜିଠୁ ପ୍ରତି ପଞ୍ଚାୟତରେ ଆରମ୍ଭ ସୁଭଦ୍ରା ରାଲି ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ