elon-musks-starlink-gets-govt-nod-to-launch-satellite-internet-in-india
ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଭାରତର ଦୂରସଂଚାର ମନ୍ତ୍ରଣାଳୟରୁ ଲାଇସେନ୍ସ ମିଳିଛି । ସାଟେଲାଇଟ୍ ଆଧାରିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଦେଶର ଦୂର ଅଞ୍ଚଳରେ ପହଞ୍ଚିପାରିବ ।
 
ରିଲାଏନ୍ସ ଓ ଭାରତୀ ଏୟାରଟେଲ୍‌ ପରେ ‘ଷ୍ଟାରଲିଙ୍କ୍’ କୁ ମିଳିଲା ଲାଇସେନ୍ସ । ଷ୍ଟାରଲିଙ୍କ ହେଉଛି ଏକ ଉପଗ୍ରହ ବା ସାଟେଲାଇଟ୍‌ ଆଧାରିତ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯାହାକି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେଶଏକ୍ସ ଦ୍ୱାରା ବିକଶିତ ହୋଇଛି ।
 
ଏଥିପାଇଁ ମୋବାଇଲ୍ ଟାୱାର ସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ ।ପାହାଡ଼ିଆ ଅଞ୍ଚଳରେ ବିନା ଟାୱାରରେ ଇଣ୍ଟରନେଟ୍ ସେବା ମିଳିପାରିବ ।
 

By Nirvay

Leave a Reply

Your email address will not be published. Required fields are marked *