Odisha government to reopen 70 closed liquor shops

ଦିନକୁ ଦିନ ଏହି ମଦ ଦୁର୍ନୀତି ମାମଲା ବଢ଼ି ବଢ଼ି ଚାଲିଛି। ଚିକିଟି ମଦମୃତ୍ୟୁ ଭୟ ମନରୁ ଲିଭି ନଥିବା ବେଳେ ଦିନକୁ ଦିନ ରାଜ୍ୟରେ ନକଲି ମଦ ଠାବ କରାଯାଉଛି । ସେହିପରି ଆଜି ରାଜଧାନୀରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହୋଇଛି ନକଲି ମଦ । ମଦ ଭିତରେ ପାଣି ପୁରାଇ ବିକ୍ରି କରୁଥିଲେ ବ୍ୟବସାୟୀ ।  ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ଖବର ପାଇ ଚଢ଼ାଉ କରିଛି ଭୁବନେଶ୍ୱର ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ । ଚଢ଼ାଉ କରି ପାଖାପାଖି ୪୦ ଲକ୍ଷ ଟଙ୍କାର ମଦ ଜବତ କରିଛି ଅବକାରୀ ବିଭାଗ ।

Leave a Reply

Your email address will not be published. Required fields are marked *