କେନ୍ଦ୍ରୀୟ ଡେପୁଟେସନରେ ଯିବେ ବହୁ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ । କେନ୍ଦ୍ରସରକାରଙ୍କ ପକ୍ଷରୁ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ହୋଇଛି । ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସଡ଼ି ପଦବୀରେ ଅଛନ୍ତି । କେନ୍ଦ୍ରୀୟ ଚିଠି ଅନୁସାରେ ବିଏସଏଫ ଆଇଜି ଭାବେ ମୁତୟନ କରାଯିବ । ମିଳିଥିବା ସୂଚନା ଅନୁସାରେ କୁଟ୍ଟେ ୨୦୨୮ ମସିହାରେ ଅବସର ନେବାଯାଏଁ ଅଥବା ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ପଦବିରେ ରହିବେ। Post navigation ଚାଷୀ ଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ନବରଙ୍ଗପୁର ‘ମଣ୍ଡେଇ ୨୦୨୪’ ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ