ରାଜଧାନୀରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ । ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଡ୍ରୋନ୍ ମନ୍ଦିର ଉପରେ ଉଡ଼ୁଥ‌ିବା ଦେଖୁବାକୁ ମିଳିଛି । ଡ୍ରୋନ୍‌ ଉଡ଼ିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ବେ ଉଡ଼ିଲା ଡ୍ରୋନ। ଏ ନେଇ ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ  । ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପକ୍ଷରୁ ଏନେଇ ପୋଲିସକୁ ଅବଗତ କରାଯାଇଛ ।

ଡ୍ରୋନ କିଏ ଓ କାହିଁକି ଉଡ଼ାଉଥିଲା ତାରା ସ୍ପଷ୍ଟ ହୋଇନାହିଁ । କଟକଣା ସତ୍ତ୍ବେ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଡ୍ରୋନ ଉଡ଼ିବା ନେଇ ଉଠିଲା ପ୍ରଶ୍ନ ।

Leave a Reply

Your email address will not be published. Required fields are marked *