ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଜଣେ ସଫଳ ଚାଷୀ । କନକ ବର୍ଦ୍ଧନ ସିଂଦେଓଙ୍କ ଫାର୍ମ ହାଉସରୁ ଦୁବାଇକୁ ଯାଇଛି ଡ୍ରାଗନ ଫଳ। ଶ୍ରୀ ସିଂଦେଓଙ୍କ ଫାର୍ମ ହାଉସରୁ ଉତ୍ପାଦିତ ଡ୍ରାଗନ ଫଳ ଓଡିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ଯାଇଛି। ସେ କୋଭିଡ ସମୟରୁ ଡ୍ରାଗନ ଫଳ ଚାଷ କରୁଥିଲେ। ଏହି ଡ୍ରାଗନ ଫଳ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *