ପିପିଲିରେ ପୁଣି ଲଜ୍ଜା । ସହଜପୁର ଗ୍ରାମରେ ମାନିସକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ ଜୀବନରେ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ଯୁବତୀଙ୍କ ଚିତ୍କାର ଶୁଣି ପହଞ୍ଚିଥିଲେ ଗାଁ ଲୋକ । ଏହା ଦେଖି ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ଯୁବତୀଙ୍କୁ ଉଦ୍ଧାର କରାଯାଇ ଥାନାରେ ଏହାକୁ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ କରୁଥିବା ଜଣାପଡିଛି। ଏହା ସହ ଥାନାରେ ମାମଲା ରୁଜୁ କଲେ ପରିଣାମ ଭୟଙ୍କର ହେବ ବୋଲି ଅଭିଯୁକ୍ତ କହିଥିବା ଯୁବତୀଙ୍କ ପିତା ଥାନାରେ ରୁଜୁ କରିଥିବା ଏତଲାରେ ଦର୍ଶାଇଛନ୍ତି । Post navigation ଦୀଘାକୁ କେବେ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ: ଗଜପତି ମହାରାଜା ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍