ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଲେକ୍ଟ୍ରି କରେଣ୍ଟ ପାଇଁ ହାତୀଙ୍କ ମୃତ୍ୟୁ ହେଉଥିବାରୁ ବଡ ପଦକ୍ଷେପ ନେଇଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ । ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ କାଟିଦିଆଯିବ ଲାଇନ୍ । ଇଲେକ୍ଟ୍ରି କରେଣ୍ଟ ଲାଗି କେବଳ ବାରହା ନୁହଁନ୍ତି ବରଂ ହାତୀ ଏପରିକି ଲୋକଙ୍କ ମଧ୍ୟ ଅକାଳ ମୃତ୍ୟୁ ହେଉଥିବା ଘଟଣା ଘଟୁଛି ।

 

Leave a Reply

Your email address will not be published. Required fields are marked *