ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ ହୋଇଛି। ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରିଛି ଦିଲ୍ଲୀ ଟିମ। ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। କ୍ରାଇମ ହବ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଲୋକେ ରାଜଧାନୀ ରାସ୍ତାରେ ଅସୁରକ୍ଷିତ ମାନୁଥିବା ବେଳେ ନିଶା କାରାବାର ମଧ୍ୟ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *