ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ-ବିଜେପି ମାରପିଟ୍ ଘଟଣାରେ ପୋଲିସକୁ କଂଗ୍ରେସର ୭୨ ଘଣ୍ଟିଆ ଚେତାବନୀ । ଆକ୍ରମଣକରୀଙ୍କୁ ଗିରଫ କରିବାକୁ ୭୨ ଘଣ୍ଟାର ମହଲତ ଦେଲା କଂଗ୍ରେସ, ତାରା କହିଲେ ଆବଶ୍ୟକ ପଡିଲେ କଂଗ୍ରେସ ଯୁବ ଛାତ୍ରଙ୍କୁ ନେଇ ବିଜେପି ପାର୍ଟି ଅଫିସରେ ପଶିବୁ । ନଚେତ୍ ସାରା ରାଜ୍ୟରେ କଂଗ୍ରେସ କରିବ ଆନ୍ଦୋଳନ ।

Leave a Reply

Your email address will not be published. Required fields are marked *