Rayagada Sijimali Bauxite
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ସିଜିମାଳି ବକ୍ସାଇଟ୍‌ ମାଇନ୍ସ ପ୍ରୋଜେକ୍ଟ ନେଇ କମିଟି ଗଠନ ହୋଇଛି । ବେଦାନ୍ତ ଲିମିଟେଡ୍‌ର ଏହି ପ୍ରୋଜେକ୍ଟ ପାଇଁ ପୁନର୍ବାସ ଓ ପୁନଃସ୍ଥାପନ କମିଟି ଗଠନ ହୋଇଛି ।
 
ନ୍ୟାର୍ଯ୍ୟ କ୍ଷତିପୂରଣ ପ୍ରଦାନ ଓ ଜମି ଅଧିଗ୍ରହଣ ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ ହୋଇଛି ।
 
କହିରଖୁଛୁ ଯେ, ସିଜିମାଳି ବକ୍ସାଇଟ୍‌ ଖନନ ପାଇଁ ବେଦାନ୍ତ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହେଉଥିବାବେଳେ ସ୍ଥାନୀୟ ଆଦିବାସୀ ଏହାକୁ ପ୍ରବଳ ବିରୋଧ କରୁଛନ୍ତି । ସିଜିମାଳି ପାହାଡ଼ରେ ୫୦୦ ମିଲିୟନ ଟନ ବକ୍ସାଇଟ ଗଚ୍ଛିତ ରହିଛି ।  
Committee formed for Rayagada Sijimali Bauxite Mining Project

By Nirvay

Leave a Reply

Your email address will not be published. Required fields are marked *