ମହାକୁମ୍ଭ ମେଳାର ଶେଷ ସପ୍ତାହ ଚାଲିଛି । ଏହି ସମୟରେ ୩ ଦିନ ଉତ୍ତର ପ୍ରଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଯୋଧ୍ୟାରେ ପହଁଚିଛନ୍ତି । ମୁଖ୍ୟମନ୍ତ୍ରୀ ସପରିବାର ମହାପ୍ରଭୁ ରାମ ଲାଲାଙ୍କ ଦର୍ଶନ କରିଛନ୍ତି । ଓଡ଼ିଶାବାସୀଙ୍କ ମଙ୍ଗଳା କାମନା କରିବା ସହିତ କରୁଣା, ନ୍ୟାୟ ଏବଂ ସେବା ପଥରେ ମାର୍ଗଦର୍ଶନ କରିବାକୁ ରାମଲାଲଙ୍କ ନିକଟରେ ଭିକ୍ଷା କରିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ପତ୍ନୀ ଏବଂ ପୁଅ ସହିତ ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ଏହା ପରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *