କୋଲକାତା ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ପାଗ ଖରାପ ଯୋଗୁ ଭୁବନେଶ୍ୱରରେ ବଦଳରେ କୋଲକାତାରେ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଯୋଗ୍ୟ; ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରୁଥିବା ବେଳେ ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ବିମାନଟି ଭୁନେଶ୍ବରରେ ଅବତରଣ କରିପାରନିଥିଲା । ଭୁବନେଶ୍ବର ପରିବର୍ତ୍ତେ କୋଲକାତାରେ ହେଲା ଲ୍ୟାଣ୍ଡିଂ। Post navigation ଆଜି ପବିତ୍ର ଗୁରୁ ଦିବସ ଖୋଜିଲେ ନବୀନ ଗଲେ ଦିଲୀପ