class 9 student dies under suspicious circumstances in-kiss
ଭୁବନେଶ୍ୱର କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କେନ୍ଦୁଝର ଟାଉନ ଥାନା ଟିକର ଘୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା ।
 
ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କ ବଡ଼ ମା’ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତଦେହ ରଖି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ପରିବାର ବସିଛନ୍ତି ।
 
ପାଇଖାନାରେ ପଡ଼ି ମୃତ୍ୟୁ ହୋଇଥିବା କିସ କର୍ତ୍ତୃପକ୍ଷ କହିଥିବା ଜଣାପଡିଛି । ଛାତ୍ରର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିବା ସହିତ ପୋଲିସ ଏତଲା ଦେଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *