ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଲଜ୍ଜା । କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ ଏବେ ସମ୍ନାକୁ ଆସିଛି। ଗଣେଶ ପୂଜା ଭସାଣୀ ଦେଖୁବାକୁ ଆସି ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାର ଭିତରେ ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ । ଥାନାରେ ଅଭିଯୋଗ ପରେ ଏବେ ଅଭିଯୁକ୍ତ ଯୁବକ ଫେରାର ଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ; କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ୫ ତାରିଖ ଗଣେଶ ପୂଜା ଭସାଣି ଦେଖିବାକୁ ଭଉଣୀ ଘରକୁ ଆସିଥିଲେ । ଗଣେଶ ପୂଜା ଭସାଣୀ ଦେଖୁବାକୁ ଆସି ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାର ଭିତରେ ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ ।  ଅଭିଯୁକ୍ତ ଯୁବକ ବିବାହିତ ହୋଇଥ‌ିବା ବେଳେ ଘଟଣା ଘଟାଇବା ପରେ ଫେରାର ହୋଇଥ‌ିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *