ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନ ସମୟରେ ବିଜୟୀ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କ ନାଁରେ ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ଆସିଥିଲା। ପରାଜିତ ପ୍ରାର୍ଥୀ ଗୁରୁବାଗ ୱାଲିଆ ଏହି ମାମଲା ଦାଏର କରିଥିଲେ। ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଦାଖଲ ନେଇ ଅଭିଯୋଗ ହୋଇଥିବା ବେଳେ ବିଳମ୍ବରେ ମାମଲା ଦାଏର ହୋଇଥିବାରୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। Post navigation ମେଜରଙ୍କୁ ମାଡ଼ ଘଟଣା; ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବିକ୍ଷୋଭ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତିର ଅନୁଧ୍ୟାନ କଲେ ଏଏସଆଇ ଟିମ୍