ତାଜା ଖବର ଦେଶ ବିଶ୍ୱ ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍; ୧୪ ମୃତ August 23, 2024 Nirvay ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିପଡ଼ିଛି ଭାରତୀୟ ଯାତ୍ରୀବାହୀ ବସ। ବସରେ ୪୦ ଜଣ ଭାରତୀୟ ଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ନମ୍ବର…
ତାଜା ଖବର ଦେଶ ବିଶ୍ୱ ପୋଲାଣ୍ଡରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ August 21, 2024 Papirani ପୋଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ରାଜଧାନୀ ଓ୍ବାର୍ସାରେ ପହଞ୍ଚିବା ପରେ ପୋଲାଣ୍ଡର ଉପବୈଦେଶିକ ମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଥିଲେ। ବିଗତ ୪୫ ବର୍ଷ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ପୋଲାଣ୍ଡ ଗସ୍ତ। ଏହି…
ଖେଳ ବିଶ୍ୱ ସରିଲା ପ୍ୟାରିସ ଅଲିମ୍ପିକ୍ସ ୨୦୨୪; ୬ଟି ପଦକ ସହ ୭୧ତମ ସ୍ଥାନରେ ଭାରତ August 12, 2024 Nirvay ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରବିବାର ଶେଷ ହୋଇଛି । ୧୬ ଦିନ ଧରି ଚାଲିଥିବା ଖେଳ ମହାକୁମ୍ଭରେ ୨୦୬ ଦେଶ ୩୨ଟି ଖେଳରେ ମଇଦାନକୁ ଓହ୍ଲାଇଥିଲେ । ଆମେରିକା ୪୦ଟି ସ୍ୱର୍ଣ୍ଣ, ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ସହ…
ଖେଳ ତାଜା ଖବର ଦେଶ ବିଶ୍ୱ ବିନେଶ ଫୋଗାଟଙ୍କ ଅପିଲ ଉପରେ ନିଷ୍ପତ୍ତି ଅଗଷ୍ଟ ୧୩ରେ August 11, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂର ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି ଯୋଗୁଁ ଡିସ୍କ୍ୱାଲିଫାଏଡ୍ ହୋଇଥିଲେ। ଡିସ୍କ୍ୱାଲିଫାଏଡ୍ ହେବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ…
ତାଜା ଖବର ଦେଶ ବିଶ୍ୱ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ମିଳିପାରେ ପଦକ; ଚୁଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା August 10, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସର ୫୦ କିଲୋଗ୍ରାମ ଓଜନ ବର୍ଗର ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିବା ପରେ ମଧ୍ୟ ନିଜର ଓଜନ ପାଇଁ ଡିସ୍କ୍ୱାଲିଫାଏଡ୍ ହେବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗାଟ । କୋର୍ଟ…
ଖେଳ ତାଜା ଖବର ଦେଶ ବିଶ୍ୱ ଭାରତ ଫେରିଲେ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ପୁରୁଷ ହକି ଟିମ୍ August 10, 2024 Papirani ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ପୁରୁଷ ହକି ଟିମ୍ ଆଜି ଭାରତ ଫେରିଛନ୍ତି। ଭାରତରେ ପହଞ୍ଚିବା ପରେ ହକି ଦଳର ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏମାନଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର ଲୋକ ବିମାନବନ୍ଦରରେ ପହଞ୍ଚିଥିଲେ। ଖେଳାଳିଙ୍କ…
ତାଜା ଖବର ବିଶ୍ୱ ବ୍ରାଜିଲ୍ରେ ବିମାନ ଦୁର୍ଘଟଣା; ୬୧ ମୃତ August 10, 2024 Papirani ବ୍ରାଜିଲ୍ର ସାଓ ପାଉଲ୍ରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଏପାସ୍ ଏଟିଆର-୭୨ ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬୧ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫୭ ଜଣ…
ଖେଳ ତାଜା ଖବର ଦେଶ ବିଶ୍ୱ ବ୍ରୋଞ୍ଜ ପଦକ ଜିତିଲେ ଭାରତର କୁସ୍ତିଯୋଦ୍ଧା ଅମନ ସେରାଓ୍ଵତ August 9, 2024 Nirvay ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଜି ଭାରତର ୧୪ତମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬ଟି ପଦକ ଜିତିସାରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ସୁଟିଂ, ହକି ଏବଂ ଜାଲଭିନରେ ପଦକ ଜିତିଛି। ଏବେ ୧୪ତମ ଦିନରେ ଭାରତକୁ ମିଳିଛି…
ଖେଳ ତାଜା ଖବର ଦେଶ ବିଶ୍ୱ ରୌପ୍ୟ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଫୋନ୍ କରି ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ August 9, 2024 Papirani ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ରୌପ୍ୟ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂ । ଫୋନ୍ ମାଧ୍ୟମରେ…
ଖେଳ ତାଜା ଖବର ବିଶ୍ୱ ନୀରଜ ଚୋପ୍ରା ରୌପ୍ୟ ପଦକରେ ସନ୍ତୁଷ୍ଟ; ଇତିହାସ ରଚିଲେ ନଦୀମ August 9, 2024 Nirvay ଚଳିତ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜାଭେଲିନ ଥ୍ରୋରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଗତ କିଛି ମାସ ମଧ୍ୟରେ ଆଘାତ ଯୋଗୁଁ ବହୁ ଘାତ, ପ୍ରତିଘାତ ମଧ୍ୟରେ…