ଦେଶ ବିଶ୍ୱ ମୋଦୀଙ୍କୁ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ କାନାଡା ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ June 6, 2025 Nirvay କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କାନାଡାର ଆଲବର୍ଟା ପ୍ରଦେଶର କାନାନାସ୍କିସ୍ରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ସୋସିଆଲ ମେଡିଆ ସାଇଟ୍ ‘X’ ରେ ଏକ ପୋଷ୍ଟରେ…
ବିଶ୍ୱ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ; ଆମେରିକା ଭାରତ-ପାକ୍ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ May 31, 2025 Nirvay ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିରହିଥିବା କଳହ ମଧ୍ୟରେ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା । ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ଲାଗିବାରେ ଆମେରିକାର…
ବିଶ୍ୱ ନାଇଜେରିଆରେ ଭୟଙ୍କର ବନ୍ୟା; ୧୦୦ ମୃତ, ଅନେକ ନିଖୋଜ May 30, 2025 Nirvay ନାଇଜେରିଆରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଭୟଙ୍କର ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ନାଇଜର୍ର ମୋକୱା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସହର…
ତାଜା ଖବର ବିଶ୍ୱ ରାଜନୀତି ଟ୍ରମ୍ପ୍ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ୍ ମସ୍କ May 29, 2025 Papirani ଡୋନାଲ୍ଡ ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଧନ୍ୟବାଦ ଜଣାଇ…
ଦେଶ ବିଶ୍ୱ ‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ୱାର୍ ରୁମ୍ ଦୃଶ୍ୟ May 26, 2025 Nirvay ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ୱାର ରୁମ୍ର ଚିତ୍ର । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ୯ଟି ଆତଙ୍କୀ କ୍ୟାମ୍ପ ଧ୍ୱଂସର ମନିଟରିଂ କରୁଥିଲେ ତିନି ସେନା ମୁଖ୍ୟ । ପହଲଗାମ ନରସଂହାରକୁ ନେଇ ଅପରେସନ ସିନ୍ଦୂର…
ଦେଶ ବିଶ୍ୱ ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ May 21, 2025 Nirvay ଅଫିସିଆଲ୍ ଷ୍ଟାଟସ୍ ବାହାରକୁ ଯାଇ କାର୍ଯ୍ୟ କରୁଥିବା ଅଭିଯୋଗରେ ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ । ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପୃକ୍ତି ନେଇ ୨୪…
ତାଜା ଖବର ବିଶ୍ୱ ପାକିସ୍ତାନର ପରାଜୟ ସତ୍ତ୍ବେ ସେନା ମୁଖ୍ୟ ମୁନିରଙ୍କୁ ମିଳିଲା ପଦୋନ୍ନତି May 20, 2025 Papirani ପାକିସ୍ତାନର ପରାଜୟ ସତ୍ତ୍ବେ ପାକ୍ ସେନା ମୁଖ୍ୟ ମୁନିରଙ୍କୁ ମିଳିଲା ପଦୋନ୍ନତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସେନା ମୁଖ୍ୟ ଆସିମ ମୁନିରଙ୍କୁ ଏକ ବଡ଼ ସଫଳତାରେ ସମ୍ମାନିତ କରିଛନ୍ତି। ଆସିମଙ୍କୁ ଫିଲ୍ଡ ମାର୍ଶଲ ରାଙ୍କକୁ ପ୍ରମୋସନ ସୂଚନା । ଅପରେସନ୍…
ଦେଶ ବିଶ୍ୱ ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ମହିଳା ୟୁଟ୍ୟୁବର ଗିରଫ May 17, 2025 Nirvay ପାକିସ୍ତାନକୁ ଗୁପ୍ତ ଭାରତୀୟ ସାମରିକ ସୂଚନା ପଠାଇବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ ମହିଳା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସମେତ ଛଅ ଜଣ ଭାରତୀୟ…
ଦେଶ ବିଶ୍ୱ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ May 17, 2025 Nirvay ବିଶ୍ୱ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ସହ ଅପରେସନ ସିନ୍ଦୂରର ସତ ସମଗ୍ର ବିଶ୍ୱକୁ ଅବଗତ କରିବା ପାଇଁ ସାରା ବିଶ୍ୱ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା…
ଦେଶ ବିଶ୍ୱ ତୁର୍କୀ ସହିତ ଥିବା ଚୁକ୍ତିନାମା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କଲା ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ May 15, 2025 Nirvay ତୁର୍କୀ ସହିତ ଥିବା ଚୁକ୍ତିନାମା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କଲା ଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ । ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜାମିଆ ମିଲ୍ଲିଆ ଇସ୍ଳାମିଆ ବିଶ୍ୱବିଦ୍ୟାଳୟ ତୁର୍କୀର ବିଶ୍ୱବିଦ୍ୟାଳୟ ସହିତ ଥିବା ଶୈକ୍ଷିକ ଚୁକ୍ତିନାମା (MoU)…