ତାଜା ଖବର ବିଶ୍ୱ ନେପାଳରେ ବଢ଼ିଲା କର୍ଫ୍ୟୁ September 11, 2025 Papirani ନେପାଳରେ ବଢ଼ିଲା କର୍ଫ୍ୟୁ। ସ୍ଥିତି ସୁଧୁରୁଥିବା ସତ୍ତ୍ବେ ନେପାଳରେ ବଢ଼ିଲା କର୍ଫ୍ୟୁ । କାଠମାଣ୍ଡୁ, ଲଲିତପୁର, ଭକ୍ତପୁର ଜିଲ୍ଲାରେ ବଢ଼ିଲା କର୍ଫ୍ୟୁ । କାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ବଢ଼ାଇଲା ନେପାଳ ସେନା । ଗହଳି ନ କରି ଛୋଟ…
ତାଜା ଖବର ବିଶ୍ୱ ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା September 11, 2025 Papirani ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ବୁଧବାର ୟୁଟା ଭ୍ୟାଲି କଲେଜର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହଯୋଗୀ ୩୧ ବର୍ଷୀୟ କିର୍କଙ୍କୁ ହତ୍ୟା କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ…
ବିଶ୍ୱ ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି September 10, 2025 Nirvay ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କି । ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ବୈଠକ ବସିବା ପରେ ସୁଶୀଳାଙ୍କ ନାଁରେ ଲାଗିଥିଲା ମୋହର ।…
ତାଜା ଖବର ବିଶ୍ୱ ଫ୍ରାନ୍ସରେ ବିକ୍ଷୋଭ: ୨୦୦ ଗିରଫ September 10, 2025 Papirani ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ କରି ୨୦୦ ଗିରଫ । ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର…
ଦେଶ ବିଶ୍ୱ ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି September 6, 2025 Nirvay ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ (UNGA) ର ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସେପ୍ଟେମ୍ବର ୨୭ରେ ବିଶ୍ୱ ନେତାମାନଙ୍କୁ ଏହି ଅଧିବେଶନରେ ସମ୍ବୋଧିତ…
ଦେଶ ବିଶ୍ୱ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବେ କହିଲେ ଟ୍ରମ୍ପ; ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଇଲେ ମୋଦି September 6, 2025 Nirvay ଭାରତ-ଆମେରିକା ସଂପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ଵତନ୍ତ୍ର କହିଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଭାରତ ରୁଷରୁ ବିପୁଳ ପରିମାଣରେ ତେଲ କିଣିବା…
ଦେଶ ବିଶ୍ୱ ଏସସିଓ ଶିଖର ସମ୍ମିଳନୀରେ ଆତଙ୍କବାଦ ରୋକିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି September 1, 2025 Nirvay ଚୀନର ତିୟାନଜିନ୍ରେ ଆୟୋଜିତ ୨୫ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ରୋକିବାକୁ ଆହ୍ୱାନ ଦେଇଛନ୍ତି । ଏସସିଓ ଶିଖର ସମ୍ମିଳନୀରେ ଚମତ୍କାର ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହୃଦୟରୁ କୃତଜ୍ଞତା…
ତାଜା ଖବର ବିଶ୍ୱ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା: ୮୦୦ ମୃତ September 1, 2025 Papirani ଆଫଗାନିସ୍ତାନ କୁନାରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରେ ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି ନେଇ ସ୍ପଷ୍ଟ କଲା ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ । ଏହା ସହ ୨ ହଜାର ୫ ଶହରୁ ଅଧିକ ଆହତ ହୋଇଥିବା…
ବିଶ୍ୱ ଟ୍ରମ୍ପ-ପୁଟିନ୍ଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ହୋଇପାରିଲା ନାହିଁ ସହମତି August 16, 2025 Nirvay ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧବିରତି ଉପରେ ଆଲାସ୍କାରେ ଆଲୋଚନା କରିଛନ୍ତି । ପ୍ରାୟ ୩ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ଏହି ଶୀର୍ଷ ବୈଠକ ଚାଲିଥିଲା । କଥାବାର୍ତ୍ତା ସକାରାତ୍ମକ…
ତାଜା ଖବର ବିଶ୍ୱ ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ୫ ସାମ୍ବାଦିକ ନିହତ: ଆତଙ୍କବାଦୀ ଅଭିଯୋଗ ଆଣିଲା ଇସ୍ରାଏଲ August 11, 2025 Papirani ଇସ୍ରାଏଲ ଓ ହମାସ୍ ଯୁଦ୍ଧରେ ଅଲ ଜାଜୀରା ଆରବୀର ପାଞ୍ଚ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଗାଜା ସହରରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକରେ ସାମ୍ବାଦିକ ଆନାସ ଅଲ ଶରୀଫଙ୍କ ସମେତ ପାଞ୍ଚ ଜଣ ସାମ୍ବାଦିକ ନିହତ ହୋଇଛନ୍ତି । ଏହା…