Category: ବିଶ୍ୱ

US Lifts 25% Penalty Tariff On India: ଭାରତ ଉପରେ ଲାଗିଥିବା ୨୫% ଶୁଳ୍କ ହଟାଇଛି ଆମେରିକା

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଏକ ବଡ ଘଟଣା ଘଟିଛି । ଋଷ ତୈଳ ଆମଦାନୀ ଉପରେ ଭାରତ ଉପରେ ଲାଗିଥିବା ୨୫% ଶୁଳ୍କ ହଟାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ ସେ ଭାରତକୁ ରୁଷ ତେଲ…

Merchant Navy Official From Odisha Missing: ଓଡ଼ିଶା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣା; ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର

ଓଡ଼ିଶା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ତାଙ୍କ ପରିବାର ସରକାରଙ୍କୁ ଆକୁଳ ଆବେଦନ କରିଛନ୍ତି । ଏହି ଚିଠିରେ ସାର୍ଥକଙ୍କ ପରିବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ତାଙ୍କୁ ଖୋଜି ଉଦ୍ଧାର କରି…

T20 World Cup 2026: ଟି-୨୦ ବିଶ୍ୱକପ୍‌ରେ ଭାରତ ବିରୋଧରେ ମ୍ୟାଚ୍‌ ଖେଳିବନି ପାକିସ୍ତାନ

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଘୋଷଣା କରିଛି ଯେ ସେମାନେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ । ଏହି ନିଷ୍ପତ୍ତି ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଆସିଛି,…

Colombia Passenger Plane Crash: କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍; ସାଂସଦଙ୍କ ସମେତ ୧୫ ମୃତ

କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍ । ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ୧୩ ଯାତ୍ରୀ ଓ ୨ କ୍ରିଉ ସସଦ୍ୟଙ୍କୁ ନେଇ…

India-EU Free Trade Agreement: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି

ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଏହି ଚୁକ୍ତି ଫଳରେ ୨୭ଟି ୟୁରୋପୀୟ ଦେଶ ସହ ଭାରତ କୌଣସି ପ୍ରତବନ୍ଧକ ନଥାଇ ଖୋଲାଖୋଲି ବ୍ୟବସାୟ କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପୀୟ ପରିଷଦର…

Bangladesh Crisis: ୩ ବରିଷ୍ଠ ପୋଲିସଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଢାକାର ପୂର୍ବତନ ପୋଲିସ ମୁଖ୍ୟ ସମେତ ୩ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । ୨୦୨୪ରେ ଶେଖ ହସିନା ସରକାର ବିରୁଦ୍ଧରେ ହୋଇଥିବା ବିକ୍ଷୋଭରେ ୬ ଜଣ ବିକ୍ଷୋଭକାରୀଙ୍କୁ ଗୁଳି…

Sunita Williams Retires From NASA: ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରେ ୨୭ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି । ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ । ତିନୋଟି ମିଶନରେ ୬୦୮ ଦିନର ମହାକାଶ ଯାତ୍ରା ଏବଂ ଅଗଣିତ ରେକର୍ଡ…

Two High-Speed Trains Collide In Spain: ବାହାନଗା ଭଳି ସ୍ପେନରେ ୨ଟି ହାଇସ୍ପିଡ୍ ଟ୍ରେନ୍ ଦୁର୍ଘଟଣା; ୨୧ ଯାତ୍ରୀ ମୃତ

ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍। ଏଥିରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସ୍ପେନର ରେଳ ଏଜେନ୍ସି, ଏଡିଆଇଏଫ୍‌…

India Urges Its Nationals To Leave Iran: ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ, ଜାରି ହେଲା ହେଲ୍ପ ଲାଇନ୍ ନଂ

ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୫୦୦ ଅତିକ୍ରମ କଲାଣି।ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା…

ରୁଷୀୟ ତୈଳ ଟ୍ୟାଙ୍କରକୁ ନିଜ କବ୍‌ଜାକୁ ନେଲା ଆମେରିକା

ବିଶ୍ବର ଦୁଇ ସୁପରପାୱାର ମଧ୍ୟରେ ମୁହାଁମୁହିଁ ସ୍ଥିତି । ରୁଷୀୟ ତୈଳ ଟ୍ୟାଙ୍କରକୁ ନିଜ କବ୍‌ଜାକୁ ନେଲା ଆମେରିକା ।ଅନ୍ତର୍ଜାତୀୟ ଜଳପଥରେ ଆମେରିକା କବ୍‌ଜାରେ ରୁଷୀୟ ତୈଳ ଟ୍ୟାଙ୍କର । ଭେନେଜୁଏଲା ଲିଙ୍କ୍‌ରେ ଲାଗିଥିବା କଟକଣା ପରିପ୍ରେକ୍ଷୀରେ ଟ୍ୟାଙ୍କର ସିଜ୍‌ ।…