Category: ବିଶ୍ୱ

Trump Announces 10% Global Tariff: ଟ୍ରମ୍ପଙ୍କ ବିଶ୍ୱବ୍ୟାପି ୧୦% ନୂଆ ଟାରିଫ୍‌ ଘୋଷଣା

ଟ୍ରମ୍ପଙ୍କ ଟାରିଫ୍‌ ନିଷ୍ପତ୍ତିକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ କହିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି । ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରି ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ…

Prince Andrew Arrested: ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସର ଗିରଫ

ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସର ଗିରଫ । ଜେଫ୍ରି ଏପଷ୍ଟିନ କେଳେଙ୍କାରୀ ସମ୍ପର୍କିତ ମାମଲାରେ ବ୍ରିଟେନ୍ ରାଜା ଚାର୍ଲଙ୍କ ସାନ ଭାଇ ଆଣ୍ଡ୍ର୍ୟୁ ମାଉଣ୍ଟବେଟନ-ୱିଣ୍ଡସରଙ୍କୁ ଗୁରୁବାର ଗିରଫ କରାଯାଇଛି। ବ୍ରିଟେନ୍‌ର କୌଣସି ଯୁବରାଜ ଗିରଫ ହେବା ପ୍ରଥମ ଘଟଣା ।…

India AI Impact Summit 2026: ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ବିଶ୍ୱ ନେତାଙ୍କ ମହାମେଳି

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଛନ୍ତି । ସମ୍ମିଳନୀରେ ଶ୍ରୀଲଙ୍କା, ସ୍ପେନ୍, ଇଷ୍ଟୋନିଆ ରାଷ୍ଟ୍ରପତି ଯୋଗ ଦେଇଛନ୍ତି ।…

Bangladesh Oath Ceremony: ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍‌ ରହମାନ୍‌

ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍‌ ରହମାନ୍‌ । ଦୀର୍ଘ ୩୫ ବର୍ଷ ପରେ ବାଂଲାଦେଶକୁ ମିଳିଛି ପୁରୁଷ ପ୍ରଧାନମନ୍ତ୍ରୀ । ଦଶନ୍ଧି ଦଶନ୍ଧି ଧରି ଜାରି ରହିଥିଲା ଖଲେଦା ଜିଆ ଓ ଶେଖ ହସିନାଙ୍କ ଶାସନ । ମଙ୍ଗଳବାର…

IND vs PAK, T20 World Cup 2026: ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ, ସୁପର ୮ ରେ ଭାରତ

ଶ୍ରୀଲଙ୍କାର କଲମ୍ବୋରେ କମାଲ୍‌ କରିଛି ଭାରତୀୟ କ୍ରିକେଟ୍‌ ଦଳ । ରବିବାର ଦିନ ପବିତ୍ର ମହା ଶିବରାତ୍ରି ଏବଂ ଜାଗର ଅବସରରେ ଭାରତୀୟ କ୍ରିକେଟ୍‌ ଦଳ ଟି-୨୦ ବିଶ୍ୱକପ୍ ୨୦୨୬ ବିଜୟ ରଥକୁ ସଫଳତାର ସହ ଆଗକୁ ନେଇ ପାକିସ୍ତାନ ବିପକ୍ଷରେ…

Bangladesh Election Results: ବିଏନପିର ବିଜୟ ପାଇଁ ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇଥିବା ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାରିକ ରହମାନ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏହି ବିଜୟ ଆପଣଙ୍କ ନେତୃତ୍ୱ ପ୍ରତି ଜନତାଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ…

Russia Bans WhatsApp: ହ୍ବାଟ୍ସଆପ୍ ବ୍ୟାନ କଲା ଋଷିଆ

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌କୁ ବ୍ୟାନ୍‌ କଲା ଋଷିଆ । ଋଷିଆର ଆଇନ ଅମାନ୍ୟ କରାଯାଉଥିବା ଅଭିଯୋଗରେ ବ୍ୟାନ୍ କରାଯାଇଛି। ୧୦ କୋଟି ୟୁଜର୍ସଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍‌ ନେଇ ସୂଚନା । ଏ ନେଇ ସୂଚନା ଦେଇଛନ୍ତି ମେଟାର ପ୍ରତିଷ୍ଠାତା…

India vs Pakistan T20 World Cup 2026: ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ

ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ । ଆସନ୍ତା ୧୫ ତାରିଖରେ କଲମ୍ବୋରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ରାଜି ହୋଇଥିବା ସୂଚନା ମିଳିଛି । ଲାହୋରରେ ବସିଥିବା…

PM Modi In Malaysia: ମାଲେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ନୃତ୍ୟ ପ୍ରଦର୍ଶନ ସହିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ମୋଦି, ମାଲେସିଆ ଗସ୍ତରେ ଥିବାବେଳେ ସେଠାରେ ଥିବା…

ICC T20 World Cup 2026: ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ କ୍ରିକେଟ୍

ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ର ଦଶମ ସଂସ୍କରଣ ଆୟୋଜନ କରାଯାଇଛି । ଏଥର ଏହି ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ କରାଯାଇଛି । ଉଦ୍‌ଘାଟନୀ ମ୍ୟାଚ୍ କୋଲକାତା ଓ ମୁମ୍ବାଇରେ ଖେଳାଯିବ । ଆଜି ଶ୍ରୀଲଙ୍କାର କଲମ୍ବୋରେ ମଧ୍ୟ…