Category: ବିଶ୍ୱ

୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ ପୁରସ୍କାର

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ଅର୍ଥଶାସ୍ତ୍ରୀ ଡାରନ ଏସମୋଗ୍ ଲୁ , ସାଇମ ଜନସନ ଓ ଜେମ୍ସ ଏ.ରବିନସନ୍ ଙ୍କୁ ମିଳିବ ନୋବେଲ ପୁରସ୍କାର । ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା…

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ; ଧରାପଡିଲେ ଆକ୍ରମଣକାରୀ

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ। ଟ୍ରମ୍ପଙ୍କ କାର୍ଲିଫଣ୍ଣିଆ ସ୍ଥିତ ରାଲିର କିଛି ଦୂରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଥିବା…

ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିବ ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର । ବିଶ୍ୱକୁ ଆଣବିକ ଅସ୍ତ୍ରରୁ ମୁକ୍ତ କରିବା ଦିଗରେ କାର୍ଯ୍ୟ ପାଇଁ ୧୯୫୬ ମସିହାରେ ଆରମ୍ଭ ହୋଇଥିବା ଜାପାନର ନିହନ…

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୨ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର

ଚଳିତ ବର୍ଷର ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ ଚଳିତ ବର୍ଷର ନୋବେଲ୍ । ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ…

କାଶ୍ମୀରରେ ଏନସି ଲହର; ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍‌ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା । ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କଲେ ଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା । ସୂଚନା…

ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା

୨୦୨୪ ପାଇଁ ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯିବା ନେଇ…

ପାକିସ୍ତାନର କରାଚିରେ ବିସ୍ଫୋରଣ

କରାଚି ବିମାନବନ୍ଦରରେ ରବିବାର ରାତିରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବିମାନବନ୍ଦର ପରିସର ବାହାରେ ହୋଇଥିବା ଏହି ବିସ୍ଫୋରଣରେ ଚୀନର ଦୁଇ ଜଣ ଅଧିକାରୀପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୮ ଜଣ ଆହତ ହୋଇଛନ୍ତି। ଆଇନ୍ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ବୟାନ…

ଇସ୍‌ଲାମାବାଦ୍‌ ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍‌ ଜୟଶଙ୍କର

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନ(ଏସସିଓ)ର ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆସନ୍ତା ୧୫, ୧୬ରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍‌ ଜୟଶଙ୍କର । ଏନେଇ ସ୍ପଷ୍ଟ କଲେ…

ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ମୃତ; ସ୍ପଷ୍ଟ କଲା ଇସ୍ରାଏଲ ସେନା

ଇସ୍ରାଏଲ ଶୁକ୍ରବାର ଦିନ ଲେବନାନର ରାଜଧାନୀ ବେରୁତରେ ଥିବା ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।ଏହି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ପକ୍ଷରୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି…

ଲେବାନନ ଉପରେ ଇସ୍ରାଏଲ୍‌ର ଭୟଙ୍କର ଆକ୍ରମଣ; ୪୯୨ ମୃତ

ଲେବାନନର ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲର ବ୍ୟାପକ ବିମାନ ଆକ୍ରମଣରେ ୪୯୨ ଜଣଙ୍କ ମୃତ୍ୟୁ ଘଟିଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ, ୫୮ ମହିଳା ଅଛନ୍ତି। ଅନ୍ୟ ୧୬୪୫ ଜଣ ଆହତ ହୋଇଥିବା ଜଣାପଡିଛି। ଲେବାନନରେ…