Category: ବିଶ୍ୱ

ଓସ୍କାର-୨୦୨୫ ନୋମିନେସନରେ ସ୍ଥାନ ପାଇଲା ‘ଅନୁଜା’

ଆଜି ସମ୍ମାନଜନକ ଓସ୍କାର-୨୦୨୫ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଶ୍ରେଷ୍ଠ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଅନେକ ବର୍ଗରେ ନୋମିନେସନ ତାଲିକା ପ୍ରକାଶ ପାଇଛି । ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ‘ଅନୁଜା’ ଶ୍ରେଷ୍ଠ ଲାଇଭ୍ ଆକ୍ସନ ସର୍ଟ…

ଦାୟିତ୍ବନେବାର ୬ ଘଣ୍ଟା ଭିତରେ ରାଷ୍ଟ୍ରପତିଙ୍କ ବଡ଼ ନିଷ୍ପତ୍ତି; କ୍ୟାପିଟାଲ୍ ହିଲ୍ସ ଦଙ୍ଗା ମାମଲାର ଅଭିଯୁକ୍ତଙ୍କୁ ଦିଆଗଲା କ୍ଷମା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦାୟିତ୍ବ ନେବାର ୬ ଘଣ୍ଟା ଭିତରେ ଆମେରିକାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବ ବାଇଡେନ୍ ସରକାର ଲଗାଇଥିବା ୮୦ଟି ଏକଜିକ୍ୟୁଟିଭ୍ ନିର୍ଦ୍ଦେଶକୁ…

ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ଆଜି ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍‌ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ଆମେରିକାର ଉପରାଷ୍ଟ୍ରପତି ଭାବେ ଜେଡି ଭେନ୍ସ ମଧ୍ୟ…

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ୍। ଅଲ-କାଦିର ଟ୍ରଷ୍ଟ ମାମଲାରେ ଆଜି ପାକିସ୍ତାନର ଏକ ସ୍ଥାନୀୟ କୋର୍ଟ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁର୍ନୀତି ମାମଲା ଓ ନିଜ କ୍ଷମତାରେ ଦୁରୁପଯୋଗ ପାଇଁ…

କୁମ୍ଭମେଳାରେ ରୁଦ୍ରାକ୍ଷ ମାଳା ଓ ଗେରୁଆ ବସ୍ତ୍ରରେ ଷ୍ଟିଭ ଜବ୍ସଙ୍କ ପତ୍ନୀ

ଆସ୍ଥାର ମହାପର୍ବ ମହାକୁମ୍ଭ ମେଳା ଜାନୁଆରୀ ୧୩ରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ମହାକୁମ୍ଭ ମେଳା ହିନ୍ଦୁ ସନାତନ ପରମ୍ପରା ଏବଂ ଭାରତୀୟ ସଂସ୍କୃତିର ଏକ ମହାନ ଧାର୍ମିକ ଉତ୍ସବ। ଏଥିରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ…

ଆମେରିକା କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁରେ ଏପର୍ଯ୍ୟନ୍ତ ୨୪ ମୃତ

କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଆମେରିକାର ଲସ୍ଏଞ୍ଜେଲସ୍‌ରେ ଲାଗିଥିବା ନିଆଁ ଗତ ୬ ଦିନ ଧରି ତାଣ୍ଡବ ରଚୁଛି । ଖାଲି ଜଙ୍ଗଲ ନୁହେଁ ଜନବସତି ଅଞ୍ଚଳ, ବଡ଼ବଡ଼ ଅଟ୍ଟାଳିକା ମଧ୍ଯ ପାଉଁଶ ହୋଇଗଲାଣି । ନିଆଁ…

ଆମେରିକାରେ ଅଗ୍ନି ପ୍ରଳୟ; ୧୦ରୁ ଅଧିକଙ୍କ ମୃତ୍ୟୁ

ଲିଭିବାର ନାଁ ଧରୁନି ନିଆଁ । ହାତ ଟେକିଦେଲାଣି ପ୍ରଶାସନ। ଲସ୍ ଆଞ୍ଜେଲସରେ ଏବେ ୫ଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏହି ଅଗ୍ନିକାଣ୍ଡରେ ଅତି କମରେ ୧୦,୦୦୦ ଘର…

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ଜାନୁଆରୀ ୧୬ରୁ ୧୮ ତାରିଖ ଯାଏ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍ । ରାଜ୍ୟ ସରକାରଙ୍କ ସହ ବିଭିନ୍ନ MOU ହେବ । ଦକ୍ଷତା ବିକାଶରେ ସିଙ୍ଗାପୁର-ଓଡ଼ିଶା…

ଇସ୍ତଫା ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !

ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଦଳ ଭିତରେ ଆଭ୍ଯନ୍ତରୀଣ କନ୍ଦଳ କାରଣରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଜଷ୍ଟିନ ହେଉଛନ୍ତି କାନାଡାର ୨୩ତମ ପ୍ରଧାନମନ୍ତ୍ରୀ । ଜଷ୍ଟିନ ୨୦୧୫ରୁ କାନାଡାର ପ୍ରଧାନମନ୍ତ୍ରୀ ଅଛନ୍ତି। ସେ…

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା: ୪୭ ମୃତ

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା । ଆତ୍ମଘାତୀ ବିସ୍ଫୋରଣରେ ୪୭ ମୃତ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ହମଲା ଖବର ପାଇ…