Category: ବିଶ୍ୱ

କିଟ ଛାତ୍ରୀ ଆତ୍ମହତ୍ୟା: ନେପାଳ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ; ଏବିଭିପିର ବିକ୍ଷୋଭ

ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ନେପାଳ ସରକାର ଚିନ୍ତା ପ୍ରକଟ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ବିବୃତ୍ତିରେ କହିଛନ୍ତି ଯେ…

ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ; ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ଦେଲେ ସୂଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ସୂଚନା ଦିଆଯାଇଛି । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ…

ଏଆଇ ରୋଜଗାର ସହ ଜୀବନରେ ନୂଆ କ୍ଷମତାର ବୃଦ୍ଧି କରିବ: ପ୍ରଧାନମନ୍ତ୍ରୀ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ AI ଆକ୍ସନ ସମ୍ମିଳନୀରେ ଯୋଗଦେଇଛନ୍ତି । ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଟେକ୍ନୋଲୋଜି ଯୋଗୁଁ କାମ ଲୋପ ପାଉନାହିଁ…

୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଲେ ଟ୍ରମ୍ପ

୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉକ୍ତ ଦେଶ ଗୁଡିକ ହେଉଛି କାନାଡା, ମେକ୍ସିକୋ ଓ ଚୀନ । କାନାଡା, ମେକ୍ସିକୋରୁ ଆସୁଥିବା ସାମଗ୍ରୀରେ ୨୫ ପ୍ରତିଶତ ଟାରିଫ୍ ଲାଗୁ । ଚୀନ୍…

ଆମେରିକା ବିମାନ ଦୁର୍ଘଟଣାରେ ୩ ସୈନ୍ୟଙ୍କ ସମେତ ୬୭ ମୃତ

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା । ୱାଶିଂଟନ ଡିସିର ରିଗାନ ନ୍ୟାଶନାଲ ଏୟାରପୋର୍ଟ ନିକଟରେ ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଏକ ଆମେରିକୀୟ ସାମରିକ ହେଲିକପ୍ଟର ସହିତ ଧକ୍କା ହୋଇ ପୋଟୋମାକ ନଦୀରେ ଖସି ପଡ଼ିଛି । ଫଳରେ…

ମହାକାଶରୁ ଦୃଶ୍ୟମାନ ହେଲା ମହାକୁମ୍ଭର ଅଦ୍ଭୁତ ଦୃଶ୍ୟ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ରବିବାର ରାତିରେ ମହାକାଶରୁ ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ ସମାରୋହ ମହାକୁମ୍ଭ-୨୦୨୫ ର ଚମତ୍କାର ଫଟୋ ଉଠାଇଛି । ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ…

ହସ୍ପିଟାଲରେ ଡ୍ରୋନ୍ ଆକ୍ରମଣ; ୭୦ ମୃତ

ସୁଦାନରରେ ଥିବା ହସ୍ପିଟାଲରେ ହୋଇଛି ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ସୁଦାନର ଅଲ୍ ଫାସର ସହରରେ ଥିବା ସାଉଦି ଟିଚିଂ ମାଟରନାଲ୍ ହସ୍ପିଟାଲରେ ଏହି ହମଲା ହୋଇଛି। ଏଥିରେ ୭୦ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା…

ଗର୍ଭବତୀଙ୍କୁ ଟ୍ରମ୍ପ୍ ଡର; ପ୍ରି ଡେଲିଭରୀ ପାଇଁ ହସ୍ପିଟାଲରେ ପ୍ରବାସୀଙ୍କ ଗହଳି

ଅଣନାଗରିକ ଦମ୍ପତିଙ୍କ ପିଲା ଆମେରିକାରେ ଫେବୃଆରୀ ୨୦ ପରେ ଜନ୍ମ ହେଲେ ତାଙ୍କୁ ଜନ୍ମଗତ ନାଗରିକତ୍ୱ ଅଧିକାର ମିଳିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ବାକ୍ଷର ପରେ ଛାନିଆ ଭାରତୀୟ। ବର୍ଥରାଇଟ୍ ସିଟିଜେନସିପ୍ ସଂଶୋଧନ ପରେ ଛାନିଆ ହୋଇପାରିଛନ୍ତି ପ୍ରବାସୀ…

ଓସ୍କାର-୨୦୨୫ ନୋମିନେସନରେ ସ୍ଥାନ ପାଇଲା ‘ଅନୁଜା’

ଆଜି ସମ୍ମାନଜନକ ଓସ୍କାର-୨୦୨୫ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଶ୍ରେଷ୍ଠ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଅନେକ ବର୍ଗରେ ନୋମିନେସନ ତାଲିକା ପ୍ରକାଶ ପାଇଛି । ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ‘ଅନୁଜା’ ଶ୍ରେଷ୍ଠ ଲାଇଭ୍ ଆକ୍ସନ ସର୍ଟ…

ଦାୟିତ୍ବନେବାର ୬ ଘଣ୍ଟା ଭିତରେ ରାଷ୍ଟ୍ରପତିଙ୍କ ବଡ଼ ନିଷ୍ପତ୍ତି; କ୍ୟାପିଟାଲ୍ ହିଲ୍ସ ଦଙ୍ଗା ମାମଲାର ଅଭିଯୁକ୍ତଙ୍କୁ ଦିଆଗଲା କ୍ଷମା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦାୟିତ୍ବ ନେବାର ୬ ଘଣ୍ଟା ଭିତରେ ଆମେରିକାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବ ବାଇଡେନ୍ ସରକାର ଲଗାଇଥିବା ୮୦ଟି ଏକଜିକ୍ୟୁଟିଭ୍ ନିର୍ଦ୍ଦେଶକୁ…