Category: ରାଜ୍ୟ

ଆମାଜନରେ ମିଳିବ ଏନସିଇଆରଟି ପୁସ୍ତକ; ଦେଶବ୍ୟାପୀ ପ୍ରାୟ ୨୦ ହଜ ପିନ୍ କୋଡରେ ହେବ ଉପଲବ୍ଧ: ଧମେନ୍ଦ୍ର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ- କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ ( ଏଲଓଇ) ସ୍ବାକ୍ଷରିତ ହୋଇଛି…

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ

ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱର…

ସୋସିଆଲ ମିଡିଆରେ ପ୍ରଚାରିତ ମିଥ୍ୟା ଖବରରେ ଭ୍ରମିତ ନହେବାକୁ ସରକାରଙ୍କ ଅନୁରୋଧ

ସୁଭଦ୍ରା ଯୋଜନାକୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ ମିଥ୍ୟା ଖବରରେ ଭ୍ରମିତ ନହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ଚଳିତ…

ସୁଭଦ୍ରା ଯୋଜନା: ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଆସିନି

ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ପାଇଁ ଟ୍ରାଏଲ ବେସିସରେ ୧ ଟଙ୍କା ଆସିଛି ବୋଲି କୁହାଯାଉଥିଲା। ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ପଷ୍ଟ କରିଛି…

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ୧ କୋଟି ଛୁଇଁଲା

ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଯୁଗାନ୍ତକାରୀ “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ…

ମା’ ସମଲେଇଙ୍କ ପୀଠରେ କାମ ନକରି ପୋଷ୍ଟର ଲଗାଇ ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି: ବିଜେଡି

ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନାଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି। ବିଜୁ ଜନତା…

ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ

ସୋନପୁର ଜିଲ୍ଲା ତେଲ ଜଳସେଚନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଠିକାଦାରଙ୍କ ବିଲ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି। ଠିକାଦାର ଦେବରଞ୍ଜନ ତ୍ରିପାଠୀ ବିଲ କରାଇଦେବା ପାଇଁ ଶ୍ରୀ…

ମୁଖାଗ୍ନି ଦେବା ବେଳେ ଜୁଇରୁ ଉଠିଗଲେ ମୃତ ବ୍ୟକ୍ତି

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୁଣାକଟକର ରବି ବେହେରା ଆଜି ଘରେ ଅସୁସ୍ଥ ହୋଇପଡ଼ିଥିଲେ। ଘର ଲୋକ ତୁରନ୍ତ ତାଙ୍କୁ ପୁରୁଣାକଟକ ମେଡିକାଲ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ସମାଧାନ ହେଲା ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ବିବାଦ

ବୁର୍ଲା ଭୀମସାରରେ ତୁଟିଲା ଦୁଇ ଡାକ୍ତରୀ ଗୋଷ୍ଠୀ ବିବାଦ । ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ହୋଇଥିବା ବିବାଦ ଆପୋସ ଆଲୋଚନା ପରେ ସମାଧାନ ହୋଇଥିବା ସୂଚନା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଭାବଗ୍ରାହୀ ରଥ । ସେ କହିଛନ୍ତି…

ଓଡ଼ିଶାରେ ସବୁ ସରକାରୀ କୋଠା ହେବ କମଳା ରଙ୍ଗ

ବଦଳିବ ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ…