Category: ରାଜ୍ୟ

ଭିଜିଲାନ୍ସ ପରେ ଏବେ ଇ.ଡି ସ୍କାନ୍ନର ରେ ବଡ ବାବୁ

ଖୁବ ଶୀଘ୍ର, ଓଡ଼ିଶାର ସମସ୍ତ ଇଞ୍ଜିନିଯ଼ର ଯେଉଁମାନେ ଆୟ ବହିର୍ଭୁତ ସମ୍ପତ୍ତି କାରଣରୁ ଭିଜିଲାନ୍ସ ଜାଲରେ ଫସିଛନ୍ତି, ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ଦ୍ୱାରା ପଚରାଉଚରା କରାଯିବ | ସୂତ୍ରରୁ ମିଳିଥିବା ସୂଚନା ଅନୁଯାଯ଼ୀ, ଭିଜିଲାନ୍ସ ଗତ ଚାରି ମାସ ମଧ୍ୟରେ ଯେଉଁ…

ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା;ସରକାର ଉପରେ ବର୍ଷୀଲା ବିଜେଡି

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଖାଦ୍ୟାଭାବରୁ ଆମ୍ବ ଟାକୁଆର ଯାଉ ଖାଇ ୨ଟି ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୬ଜଣ ଗୁରୁତର ଅଛନ୍ତି |ଏହି ଘଟଣାକୁ ନେଇ ଆଜି ବିଜେପି ସରକାର ଉପରେ ବର୍ଷିଛି ବିଜେଡ଼ି। ଏହାକୁ ଗୁରୁତର…

ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପ୍ରସଙ୍ଗ; କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ: ୱାଇ ବି ଖୁରାନିଆ

ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ପୂର୍ବରୁ Z ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି Y ଶ୍ରେଣୀ କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଅନ୍ୟ…

ଦନ୍ତାହାତୀ ଉପରେ ମାଡିଗଲା ମାଲବାହୀ ଟ୍ରେନ

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚିନ୍ତାପୋଖରୀ ଠାରେ ଟ୍ରେନ ଦୁର୍ଘଟଣା ରେ ଦନ୍ତା ହାତୀ ର ମୃତ୍ୟୁ ଘଟିଛି | ସୂଚନା ଅନୁଯାୟୀ ୪୦ ଟିକିଆ ହାତୀ ପଲ ରେଳଧାରଣା ପାର କରୁଥିବା ବେଳେ ମାଲବାହୀ ଟ୍ରେନ ହାତୀ କୁ ଧକ୍କା…

ଘନ କୁହୁଡ଼ି ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ମୃତ, ୫ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକାନପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଘନ କୁହୁଡି ଯୋଗୁଁ କିଛି ଦେଖା ନଯିବା ଫଳରେ ଟ୍ରେଲରକୁ ପଛପଟୁ ପିକଅପ୍‌…

ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ନଭେମ୍ବର ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ନଭେମ୍ବର ଶେ‌ଷ ସୁଦ୍ଧା ଆହୁରି ୨୦ ଲକ୍ଷ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ…

ଗତକାଲି ରାଜଧାନୀରେ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣ ଅଟକ

ଗତକାଲି ସହିଦନଗର ୱିନର କ୍ଳବ ସମ୍ମୁଖରେ ହୋଇଥିବା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ଏହା ସହ ଫେରାର ଥିବା ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରି ପୋଲିସ…

ଆଜି ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଏକାଧିକ ପ୍ରକଳ୍ପର କରିବେ ଶିଳାନ୍ୟାସ

ଆଜି ବାଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁଷୁରା, ବେଲପଡ଼ା, ପାଟଣାଗଡ଼ ଏବଂ ବଲାଙ୍ଗିରରେ ଆୟୋଜିତ ସମୁଦାୟ ୬ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଜିଲ୍ଲାରେ ୫୯୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…

ୱେବସାଇଟରୁ ଅଦିନିଆ ସ୍ନାନ ଯାତ୍ରା ତଥ୍ୟ ହଟାଇଲା ଇସ୍କନ କିନ୍ତୁ ରଥଯାତ୍ରା ପାଇଁ ତଥ୍ଯ ନାହିଁ

ଆମେରିକା ହ୍ୟୁଷ୍ଟୋନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଡ଼ ଖବର ସାମନାକୁ ଆସିିଛି । ଆସନ୍ତା ନଭେମ୍ବର ୩ ତାରିଖରେ ଇସ୍କନ ପକ୍ଷରୁ ହେବାକୁ ଥିବା ସ୍ନାନ ଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ରହିଛି। କିନ୍ତୁ ରଥଯାତ୍ରା ଆୟୋଜନ ବାତିଲ କି…

କଣ୍ଟାବାଞ୍ଜିରୁ ନବୀନଙ୍କ ପରାଜୟ ଥିଲା ଏକ ଚକ୍ରାନ୍ତ : ଦେବେନ୍ଦ୍ର ଦାସ

ଗତ ନିର୍ବାଚନ ରେ କଣ୍ଟାବାଞ୍ଜି ଆସନ ରୁ ଲକ୍ଷ୍ମଣ ବାଗ ଠାରୁ ନବୀନ ପଟ୍ଟନାୟକ ଙ୍କ ପରାଜୟ କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରୀ ର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ । ସେ…