Category: ରାଜ୍ୟ

Sea ErosionImpact: ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ: ଗଣେଶ ରାମ ସିଂ ଖୁଣ୍ଟିଆ

ରାଜ୍ୟର ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ ହୋଇଛି। ସମୁଦ୍ର ମାଡ଼ି ଆସିବାରୁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା । ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ । ଆଜି ଜଙ୍ଗଲ, ପରିବେଶ…

Demolish Dangerous Buildings: କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା

କଟକର ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ…

Odisha Assembly: ରାଜ୍ୟରେ ଏବେବି ରାଜସ୍ୱ ଓ ପଡ଼ା ଗାଁକୁ ନାହିଁ ରାସ୍ତା: ରବି ନାଏକ

ଏବେବି ରାଜ୍ୟର ୫୦୦୮ ରାଜସ୍ୱ ଓ ପଡ଼ା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ। ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ…

Odisha Assembly: ସମ ହସ୍ପିଟାଲକୁ କରୋନା ଚିକିତ୍ସା ବାବଦରେ ଦିଆଯାଇଥିବା ଅର୍ଥର ତଥ୍ୟ ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଆଜି ଗୃହରେ କରୋନା ମହାମାରୀ ସମୟରେ ହୋଇଥିବା ଖର୍ଚ୍ଚର ତଥ୍ୟ ମାଗିଛନ୍ତି ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ସେ କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅନୁଗ୍ରହ କରି କହିବେ କି କରୋନା ମହାମାରୀ ସମୟରେ ଭୁବନେଶ୍ବର ସମ ହସ୍ପିଟାଲ…

Duplicate Medicine: ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର: ସ୍ୱାସ୍ଥ୍ୟ ମନ୍ତ୍ରୀ

ବଜାରରେ ମିଳୁଛି ନକଲି ମେଡିସିନ୍। ରାଜ୍ୟରେ ଗତ ୪ ବର୍ଷରେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ ହେଲାଣି । ଏ ନେଇ ଆଜି ଗୃହରେ ତଥ୍ୟ ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ…

India-SA Barabati T20I: କିଛି ସମୟ ଭିତରେ ସରିଗଲା ବାରବାଟୀ ଅନଲାଇନ୍ ଟିକେଟ୍; ଫ୍ୟାନ୍ ନିରାଶ

ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଆଜି ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା ତେବେ ସାଇଟ୍ ଖୋଲିବାର ମାତ୍ର କିଛି ସମୟ ଭିତରେ ସବୁ ଟିକେଟ୍…

Odisha Raj Bhavan Renamed: ‘ରାଜ ଭବନ’ ର ନାମ ପରିବର୍ତ୍ତିତ ହୋଇ ହେଲା ‘ଲୋକ ଭବନ’

ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ…

Blind Women’s T20 Cricket World Cup: ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫ର ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ଜଣ ବିଶ୍ୱ ଚାମ୍ପିଅନମାନଙ୍କୁ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଫୁଲ ସୋରେନ,…

Navin Niwas: ୪ ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡିବା ଦଳରେ ହଲଚଲ୍; ନବୀନ ନିବାସରେ ଭଦ୍ରକ ନେତା

ଭଦ୍ରକ ବିଜେଡିରେ ହଲଚଲ୍ ପରେ ନବୀନ ନିବାସରୁ ଡାକରା । ୩ ବ୍ଲକ୍‌ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ପହଞ୍ଚିଲେ ବିଜେଡି ନେତା । ନବୀନ ନିବାସରେ ଭଦ୍ରକ ନେତାଙ୍କୁ ଡାକି ବିଜେଡି ସୁପ୍ରିମୋଙ୍କ ଆଲୋଚନା । ୪ ବ୍ଲକ ଅଧ୍ୟକ୍ଷ ବିଜେଡି…

T20 In Barabati: କ୍ରିକେଟ ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥା ସହିତ ତ୍ରୁଟିଶୂନ୍ୟ ଆୟୋଜନ ପ୍ରାଥମିକତା ହେଉ: ବିଜେଡି

ଆସନ୍ତା ଡିସେମ୍ୱର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଟି-୨୦ କି୍ରକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଓଡ଼ିଶାର ଅଗଣିତ କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିନ୍ତୁ…