ତାଜା ଖବର ରାଜନୀତି ରାଜ୍ୟ ସ୍ଥଗିତ ହେଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ August 13, 2024 Papirani କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ କରିବାକୁ ନିର୍ଦ୍ଦେଶ । ହାଇକୋର୍ଟଙ୍କ ରୋକ୍ ଥିବାରୁ ଏବେ ନିର୍ବାଚନ ନକରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏବେ ନିର୍ବାଚନ ନକରିବାକୁ…
ତାଜା ଖବର ରାଜନୀତି ରାଜ୍ୟ ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍ଓପି ସାର୍ବଜନୀନ ହେବ: ପ୍ରଭାତୀ ପରିଡ଼ା August 13, 2024 Papirani ସେପ୍ଟେମ୍ୱର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ପାଇଁ ଏସ୍ଓପି ପ୍ରସ୍ତୁତ ସରିଛି ଖାଲି ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍ଓପି ସାର୍ବଜନୀନ ହେବ ବୋଲି…
ତାଜା ଖବର ରାଜ୍ୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଦାବି କଲେ ଧର୍ମେନ୍ଦ୍ର August 13, 2024 Nirvay ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୨୦୨୦ରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାକୁ ସୁରକ୍ଷିତ ରଖିବାକୁ…
ତାଜା ଖବର ରାଜ୍ୟ ରଥ ଉପରେ ବଡ଼ ଠାକୁର ପଡ଼ିବା ଘଟଣାର ତଦନ୍ତ ଆରମ୍ଭ August 13, 2024 Nirvay ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ। ରଥ ଉପରେ ଆବଶ୍ୟକଠାରୁ ଅଧିକ ଲୋକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଭଳି ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିବାବେଳେ ଭକ୍ତଙ୍କ ଭାବନାକୁ କୁଠାରଘାତ…
ତାଜା ଖବର ରାଜ୍ୟ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ August 13, 2024 Nirvay ଅମାପ ସମ୍ପତ୍ତିର ମାଲିକ ତଥା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ସମ୍ପତ୍ତି ଦେଖିଲେ ତାଜୁବ ହେବେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଵିଭାଗ ଗିରଫ କରିଥିବା…
ତାଜା ଖବର ଦେଶ ରାଜ୍ୟ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ August 13, 2024 Nirvay ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଜାତୀୟ ରାଜପଥ ନିର୍ମାଣ ନେଇ ସମୀକ୍ଷା ବୈଠକ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମୀକ୍ଷା ବୈଠକରେ ସାମିଲ ହେବେ। ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ବିଶେଷ…
ତାଜା ଖବର ରାଜ୍ୟ ବାରରେ ନାଚି ପାରିବେନି ଯୁବତୀ August 13, 2024 Nirvay ଅସାମାଜିକଙ୍କ ଦୁର୍ବ୍ୟବହାର ଓ ଅଶ୍ଳୀଳ ଆଚରଣକୁ ନେଇ ବାର ଗର୍ଲଙ୍କ ଉପରେ କଟକଣା ଲାଗୁ ହୋଇଛି। ଅବକାରୀ ବିଭାଗ ଏହି କଟକଣା କରିଛି। ଆଉ ବାରରେ ନାଚି ପାରିବେନି ଯୁବତୀ । ବାର ଗର୍ଲଙ୍କୁ ନିର୍ଯ୍ୟାତନା ଓ ଗଣ୍ଡଗୋଳକୁ ନେଇ ଦୃଢ଼…
ରାଜନୀତି ରାଜ୍ୟ ବିଜେଡିର ଜନଜାଗରଣ ପ୍ରତିଶୃତି ହାସ୍ୟାସ୍ପଦ: ଡ. ଯତୀନ ମହାନ୍ତି August 12, 2024 Nirvay ନିର୍ଲଜତାର ସବୁ ସୀମା ପାର କରିଛି ବିଜେଡି । ହତାଶ ଏବଂ ପରାଜୟ ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ ଯେତେବେଳେ କୌଣସି ରାସ୍ତା ନଥାଏ, ସେତେବେଳେ ଏଭଳି ଔଷଧ ବିକଳରେ ତାଟିଆ କାମୁଡିବା ପ୍ରକୃତି ଦେଖାଯାଏ । ୨୫…
ତାଜା ଖବର ରାଜ୍ୟ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଲା ବିଜେଡି ଟିମ August 12, 2024 Nirvay ପୋଲାଭରମ ପ୍ରକଳ୍ପ କାମ ଯଥାଶୀଘ୍ର ସାରିବାକୁ ଚଳିତ ବଜେଟରେ ନିଷ୍ପତ୍ତି ନିଆଯିବା ସହ ଏଥିପାଇଁ ବ୍ୟୟବରାଦ ମଧ୍ୟ ହୋଇଥିଲା। ଯାହାଫଳରେ ରାଜ୍ୟରେ ପୋଲାଭରମ ପ୍ରକଳ୍ପ ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳ ବିଜେଡି ଏହାକୁ ବିରୋଧ କରିବା ସହ ପ୍ରକଳ୍ପ ସ୍ଥିତି…
ରାଜ୍ୟ କାଳ ହେଲା ଅନ୍ଧବିଶ୍ୱାସ ଓ ଧର୍ମାନ୍ତରଣ; ଜୀବନ ହରାଇଲେ ମହିଳା August 12, 2024 Nirvay ଆଜି ବି ଅନେକ ସ୍ଥାନରେ ଲୋକେ ଝଡ଼ାଫୁଙ୍କା, ଗୁଣି ଗାରେଡିରେ ବିଶ୍ୱାସ ରଖୁଛନ୍ତି। ଏଭଳି ଅନ୍ଧବିଶ୍ୱାସର କରୁଣ ପରିଣତିରୁ ଗଲା ମହିଳାଙ୍କ ଜୀବନ। ଏଭଳି ଅନେକ ଉଦାହରଣ ରହିଛି। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ କେଶାମ୍ ଗ୍ରାମ…