ରାଜ୍ୟ ଗଛରେ ପିଟି ହେଲା ବସ୍, ୧୦ ଆହତ April 8, 2024 Nirvay ରାଜ୍ୟରେ ପୁଣି ଏକ ଭୟଙ୍କର ବସ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହେବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବେଲଗୁଣ୍ଠା ଥାନା ଜି.ନୂଆଗାଁ ଛକରେ ଏହି ଦୁର୍ଘଟଣା ଘଟିଛି…
ରାଜ୍ୟ ଦିନ ସାଢ଼େ ୧୧ ସୁଦ୍ଧା ତାପମାତ୍ରା ସବୁଠି ୩୫ ଡିଗ୍ରୀ ତଳେ April 8, 2024 Nirvay ତାତି କମିଲା । ସାରା ରାଜ୍ୟରେ ତାତି କମିଛି । ଦିନ ସାଢ଼େ ୧୧ ସୁଦ୍ଧା ତାପମାତ୍ରା ସବୁଠି ୩୫ ଡିଗ୍ରୀ ତଳେ ରହିଛି । ଚାନ୍ଦବାଲିରେ ୩୪, ପାରାଦୀପ ୩୩.୬, ପୁରୀ ୩୩.୪, ଗୋପାଳପୁର ୩୩.୨ ରହିଛି। ଭୁବନେଶ୍ୱର ୩୨.୮,…
ରାଜନୀତି ରାଜ୍ୟ ଶଙ୍ଖ ଧରିଲେ ଗଣେଶ୍ୱର ବେହେରା April 7, 2024 Nirvay ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ତାଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ଏକାଧିକ କଂଗ୍ରେସ କର୍ମୀ । ବିଜେଡିରେ ସାମିଲ ହେବା ପରେ ଗଣେଶ୍ୱର କହିଛନ୍ତି, ସେ ସବୁବେଳେ ଲୋକଙ୍କ…
ରାଜନୀତି ରାଜ୍ୟ ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର April 7, 2024 Nirvay ଭୁବନେଶ୍ବର : ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର…
ରାଜନୀତି ରାଜ୍ୟ ୫ ସଂସଦୀୟ କ୍ଷେତ୍ର ପାଇଁ ନୂତନ ସଂଯୋଜକ ନିଯୁକ୍ତ କଲା ବିଜେଡି April 7, 2024 Nirvay ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ସଂଯୋଜକ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ…
ରାଜନୀତି ରାଜ୍ୟ ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର April 7, 2024 Nirvay ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ବଦଳ ପ୍ରକ୍ରିଆ ଜାରି ରହିଛି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପି ଉପ ସଭାପତି ଥିଲେ ଲେଖାଶ୍ରୀ…
ରାଜ୍ୟ ହାତ ବଢ଼ାଇ ରକ୍ଷା କଲେ ଲାଓସରେ ଫସିଥିବା ୧୭ ଓଡ଼ିଆ ଶ୍ରମିକ April 7, 2024 Nirvay ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଲାଓସରେ ଫସି ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରୁଛନ୍ତି। ଆସନ୍ତାକାଲି ସେମାନେ ଓଡିଶାରେ ପହଞ୍ଚିବା ନେଇ ଦୂତାବାସ ତରଫରୁ ସୂଚନା ମିଳିଛି। ଫସିଥିବା ୧୭ ଓଡ଼ିଆ…
ରାଜନୀତି ରାଜ୍ୟ ମୁଁ ରାଜନୀତି କରିବି ନାହିଁ: ବର୍ଷା ସୋନି April 6, 2024 Nirvay ମୁଁ ରାଜନୀତି କରିବି ନାହିଁ। ମତେ ଭବିଷ୍ୟତରେ ମଧ୍ୟ ରାଜନୀତିରେ ଦେଖିବେ ନାହିଁ। କିନ୍ତୁ ସମାଜସେବା କରିବି। ଆମ ପରିବାରେ ବାପା ହିଁ ଆଗକୁ ରାଜନୀତି କରିବେ। ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ। ମୁଁ…
ରାଜ୍ୟ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ April 6, 2024 Nirvay ଖୋର୍ଦ୍ଧା: ଖୋର୍ଦ୍ଧା ଭୁବନେଶ୍ବର ରାସ୍ତା ପିତାପଲ୍ଲୀ ଛକରେ ନିୟନ୍ତ୍ରଣ ହରାଇ ଡ୍ରେନକୁ ଖସିଲା ମୋ-ବସ୍। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧାରୁ ଭୁବନେଶ୍ବର ଯାଉଥିଲା ବସ। ଆହତ ଯାତ୍ରୀଙ୍କ ସଂଖ୍ୟା ୨୦ରୁ ଉର୍ଦ୍ଧ୍ବ ହେବବୋଲି ଜଣାପଡ଼ିଛି।…
ରାଜ୍ୟ କାର୍ରୁ ମିଳିଲା ୫୫ ଲକ୍ଷ ଟଙ୍କା April 6, 2024 Nirvay କାର୍ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍ରୁ ୫୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଉକ୍ତ ଗାଡ଼ିରେ କାର୍ ଡ୍ରାଇଭରଙ୍କ ସମେତ ୬ ଜଣ ଥିଲେ। କାର୍ଟି ଆନ୍ଧ୍ରପ୍ରଦେଶର…