Category: ରାଜ୍ୟ

ସକାଳ ୯ଟା ସୁଦ୍ଧା ୭.୬୯% ମତଦାନ

ଆଜି ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସକାଳ ୯ଟା ସୁଦ୍ଧା ମୋଟ ୭.୬୯% ମତଦାନ ହୋଇଛି।ମୟୂରଭଞ୍ଜ ରେ ୭.୧୦%, ବାଲେଶ୍ବର ରେ ୭.୭୭%,ଭଦ୍ରକରେ ୭.୭୯%,କେନ୍ଦ୍ରାପଡ଼ାରେ ୭.୯୦% ,ଯାଜପୁର୭.୭୪% ଓ ଜଗତସିଂହପୁରରେ ୮.୨୩% ମତଦାନ ହୋଇଛି ।…

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନରୁ ସେ ରୋଗାଗ୍ରସ୍ତ ଥିଲେ। ମାଗୁଣିଙ୍କ ପରଲୋକ…

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍

ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ଏହା ଅଧୀନସ୍ଥ ୪୨ଟି ଆସନରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ରୁ ଭୋଟ୍ ଗ୍ରହଣ…

ଏକ ନମ୍ବର ମୁଖ୍ୟମନ୍ତ୍ରୀ, ଭୋଟ ପାଇଁ ବାଂଟୁଛନ୍ତି ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବାଲେଶ୍ୱର ରେମୁଣାରେ ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ଦାବି କରୁଥିବା ବେଳେ ନିର୍ବାଚନୀ ଫାଇଦା ପାଇଁ ଟଙ୍କା…

ନିର୍ବାଚନ ପାଇଁ ମିଶନ ଶକ୍ତି ମହିଳା ବାଣ୍ଟୁଛନ୍ତି ଟଙ୍କା

କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରୁ ମିଶନଶକ୍ତି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଛି । ରେମୁଣା ବ୍ଲକ ପରିସର ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଯାଉଥିବା…

ରେଡ୍‌ ଭୟରେ ବିଜେଡି ନେତା ଫେରାର, ଘରେ ଝୁଲୁଛି ତାଲା

ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଜେଡି ନଗର ସଭାପତି ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳୁନି। ECIଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ଚଢ଼ାଉ ପାଇଁ ପହଞ୍ଚି ବେଳେ ତାଙ୍କ…

ଟୁନା ଦାସ ହତ୍ୟା ମାମଲାରେ ୫ ଗିରଫ

ଗଞ୍ଜାମ : ଟୁନା ଦାସ ହତ୍ୟା ଘଟଣାରେ ୫ ଗିରଫ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ହାଉସିଂବୋର୍ଡ ଟୁନା ଦାସ ହତ୍ୟା ଘଟଣାରେ ପୁଲିସ ଆଜି ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବଡ଼ ବଜାର…

ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାଜନକ: ସମୀର ମହାନ୍ତି

ଗତ ୨ ଦିନ ହେଲା ରାଜ୍ୟରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଉଭୟ ଘଟଣାରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କିଭଳି ଅବ୍ୟବସ୍ଥିତ ରହିଛି ତାହା…

ପାଣି ପାଇପ ଚୋରି କରି ଟୁଙ୍ଗୁର ଭୋଳ ସହ ୧୧ ଗିରଫ

ଭୁବନେଶ୍ୱର : ପ୍ରାୟ ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିବା ଟୁଙ୍ଗୁରୁ ଭୋଳ ପାଣି ପାଇପ ଚୋରି କରି ଗିରଫ । ଭୁବନେଶ୍ୱର ପୁଲିସ୍‌ ପାଣି ପାଇପ ଚୋରି କରି ରାଜ୍ୟ…

ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ

ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଚନ୍ଦନ କର ଗିରଫ କରାଯାଇଛି। ଭୁବନେଶ୍ବର ମହିଳା ଥାନା ପୁଲିସ ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କରିଛି। ଅନ୍ତରଙ୍ଗ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି ବ୍ଲାକମେଲ୍ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ।…