ତାଜା ଖବର ରାଜ୍ୟ Nuapada By-Election: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ: ଲୋକସମ୍ପର୍କ ଅଧିକାରୀ ନିଲମ୍ବିତ October 31, 2025 Papirani ଆକ୍ସନ ମୋଡରେ ନିର୍ବାଚନ କମିଶନ । ନିର୍ବାଚନ ଆଦର୍ଶ ଆଚରଣ ବିଧି କୁ ଉଲଘଂନ କରିବା ସରକାରୀ ଅଧିକାରୀଙ୍କ ପାଇଁ ପଡ଼ିଛି ମାହାଙ୍ଗା । ଏବେ ଚାଲିଛି ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲଂଘନ କରି କାର୍ଯ୍ୟରୁ…
ତାଜା ଖବର ରାଜ୍ୟ Subhadra Shakti Mela: ନଭେମ୍ବର ୧ରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା October 30, 2025 Papirani ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା । ପ୍ରଦର୍ଶନୀ ପଡିଆରେ ନଭେମ୍ବର ୧ରୁ ୧୨ ଯାଏ ଚାଲିବ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମ । ଏହାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ମେଳାରେ ଭାଗ ନେବେ ରାଜ୍ୟର ୩୦୦ରୁ…
ତାଜା ଖବର ରାଜ୍ୟ Railway Overbridges: ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍ବ୍ରିଜ୍ October 30, 2025 Papirani ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍ର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଆବଶ୍ୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର…
ତାଜା ଖବର ରାଜନୀତି ରାଜ୍ୟ Chai Pe Charcha: ନୂଆପଡା ଏନଏସିରେ ବିଜେପି ରାଜ୍ୟସଭାପତିଙ୍କ ଚାଏ-ପେ-ଚର୍ଚ୍ଚା; ସ୍ଥାନୀୟାବାସୀନ୍ଦାଙ୍କ ସହ କଲେ ଆଲୋଚନା October 30, 2025 Papirani ନୂଆପଡା ବିଧାନସଭା ଉପନିର୍ବାଚନରେ ପରିପ୍ରେକ୍ଷୀ ରେ ଆଜି ସକାଳେ ନୂଆପଡ଼ା ଏନଏସିର ଏକତା ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇ ସ୍ଥାନୀୟ ବାସିନ୍ଦାଙ୍କ…
ତାଜା ଖବର ରାଜ୍ୟ Land Buying And Selling: ନଭେମ୍ବର ୧ରୁ ତହସିଲ୍ ଅଫିସ୍ରେ ହୋଇପାରିବ ଜମି କିଣାବିକା October 30, 2025 Papirani ନଭେମ୍ବର ୧ରୁ ତହସିଲ୍ ଅଫିସ୍ରେ ହୋଇପାରିବ ଜମି କିଣାବିକା । ଜମି କାରବାରକୁ ସହଜ କରିବା ପାଇଁ ଏକ ପ୍ରମୁଖ ପ୍ରଶାସନିକ ସଂସ୍କାର ସ୍ୱରୂପ, ଓଡ଼ିଶା ସରକାର ନଭେମ୍ବର ୧ ତାରିଖରୁ ତହସିଲ କାର୍ଯ୍ୟାଳୟରେ ସିଧାସଳଖ ଜମି ପଞ୍ଜୀକରଣ, କ୍ରୟ ଏବଂ…
ତାଜା ଖବର ଦେଶ ରାଜ୍ୟ One Nation One Uniform: ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି October 30, 2025 Papirani ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ । ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି…
ତାଜା ଖବର ରାଜ୍ୟ Lingaraja Temple Rituals: ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି October 30, 2025 Papirani ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି…
ତାଜା ଖବର ରାଜ୍ୟ Trump and Jinping meet: ୬ ବର୍ଷ ପରେ ଟ୍ରମ୍ପ-ଜିନ୍ପିଙ୍ଗ୍ ମଧ୍ୟରେ ଆଲୋଚନା October 30, 2025 Papirani ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା । ୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ଟ୍ରମ୍ପ-ଜିନ୍ପିଙ୍ଗ୍ ମଧ୍ୟରେ ଆଲୋଚନା ହୋଇଛି । ଟାରିଫ୍ ଲଢ଼େଇ ମଧ୍ୟରେ ପରସ୍ପରକୁ ଭେଟିଲେ ଉଭୟ ନେତା। ଦୁଇ ନେତାଙ୍କ ଆଭିମୁଖ୍ୟ…
ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ାରେ ବିଜେପିର କୁମ୍ଭାର ସମାବେଶ October 29, 2025 Nirvay ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକର ରେଙ୍ଗ ଠାରେ ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଞ୍ଚ ଓଡିଶା ତରଫରୁ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ…
ତାଜା ଖବର ରାଜ୍ୟ Minor Reshuffle in OJS: ପବିତ୍ର ମୋହନ ସାମଲ ହେଲେ ଆଇନ ସଚିବ October 29, 2025 Papirani ପବିତ୍ର ମୋହନ ସାମଲ ଆଇନ ବିଭାଗର ନୂଆ ପ୍ରମୁଖ ସଚିବ । ରାଜ୍ୟ ସରକାର ନୂଆ ଆଇନ ବିଭାଗର ପ୍ରଧାନ ସଚିବ ନିଯୁକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଓ ଦୌରା ଜଜ୍ ଭାବେ କାର୍ଯ୍ୟ କରୁଥିବା ଡ. ପବିତ୍ର ମୋହନ ସାମଲ…