ତାଜା ଖବର ରାଜନୀତି ରାଜ୍ୟ ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ୍ June 25, 2024 Papirani ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ।ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ…
ତାଜା ଖବର ରାଜନୀତି ରାଜ୍ୟ ଶହେ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା June 25, 2024 Papirani ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ଯୋଜନା ନିଶ୍ଚୟ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ତେଣୁ କେଉଁମାନଙ୍କୁ ଏହିି ଯୋଜନାର ସୁଫଳ ମିଳିବ ତାହା ଏବେ…
ତାଜା ଖବର ରାଜନୀତି ରାଜ୍ୟ ବାସଭବନ ଭାଙ୍ଗିବା ନେଇ ପ୍ରତିକ୍ରିୟା ଦେଲେ ପ୍ରଣବ ଦାସ June 25, 2024 Papirani ଆଜି ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ ବାସଭବନ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ କୋଟି କୋଟି ଟଙ୍କାରେ ନିର୍ମାଣ କରିଥିବା ବାସଭବନରେ ଅଣ୍ଡର ଗ୍ରାଉଣ୍ଡକୁ ଭାଙ୍ଗିଦିଏ ଯାଉଛି…
ତାଜା ଖବର ରାଜନୀତି ରାଜ୍ୟ ଭଙ୍ଗା ଚାଲିଛି ବବି ଦାସଙ୍କ ସରକାରୀ କ୍ବାର୍ଟର୍ସ June 25, 2024 Papirani ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ କ୍ବାର୍ଟର୍ସ। ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ…
ତାଜା ଖବର ରାଜ୍ୟ ସ୍ୱାସ୍ଥ୍ୟ ଗୁପଚୁପ୍ ଦହିବରା ଓ ଚୁସକି ପାଇଁ ବଢିଛି ଜଣ୍ଡିସ୍! June 25, 2024 Papirani ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ୍ ଆତଙ୍କ। ଦିନକୁ ଦିନ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୮୨ ଆକାନ୍ତ ହେଲେଣି ଚିହ୍ନଟ । ବିଶେଷ କରି ସହରର କୁମ୍ଭାରପଡା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ।ସମ୍ବଲପୁର…
ତାଜା ଖବର ରାଜ୍ୟ ରାଜୁଆ ନଦୀରେ ମରି ଭାସୁଛନ୍ତି ଶହଶହ ମାଛ June 25, 2024 Papirani ନଦୀରେ ମରି ଭାସୁଛନ୍ତି କୁଢ଼ କୁଢ଼ ମାଛ।ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ରାଜୁଆ ନଦୀରେ ଦେଖିବାକୁ ମିଳିଛି ମାଛ ମଡ଼କ । ଦୂଷିତ ପାଣି ଯୋଗୁଁ ମାଛ ମରୁଥିବା ଅନୁମାନ କରାଯାଉଛି । କୁହାଯାଉଛି କି ଭୁବନେଶ୍ବର ଓ…
ରାଜ୍ୟ ରଥଯାତ୍ରା ୨୦୨୪: ଜୁଲାଇ ୭ ସନ୍ଧ୍ୟା ୫ଟାରେ ଟଣାହେବ ରଥ June 24, 2024 Nirvay ଶେଷ ହୋଇଛି ନୀତି ସବ୍ କମିଟି ଓ ଛତିଶା ନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି।…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ June 24, 2024 Papirani ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ନୂତନ ଭାବେ ଦାୟିତ୍ୱଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।ବୈଠକରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ…
ରାଜ୍ୟ ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା June 24, 2024 Nirvay ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ ଶିକ୍ଷାନୁଷ୍ଠାନର ଜମିଜମା ମାମଲାର ସମୀକ୍ଷା କରିଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନର ଜମିଜମା ମାମଲା ସମାଧାନ ହେବ ବୋଲି କହିଛନ୍ତି। ଜମି ନଥିବା ସରକାରୀ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆସନ୍ତାକାଲି କଳା ଦିବସ ପାଳିବ ବିଜେପି June 24, 2024 Papirani ଆସନ୍ତାକାଲି କଳା ଦିବସ ପାଳିବ ବିଜେପି। ଜୁନ ୨୫ ଅର୍ଥାତ୍ ଆସନ୍ତା କାଲି ବିଜେପି କଳା ଦିବସ ପାଳନ କରିବାକୁ ଯାଉଛି। ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଗଣତନ୍ତ୍ର ଏବଂ…